ଭାରତୀୟ ରେଳରେ ସୁଧାର ଉଦ୍ୟମ: ଖୋଦ ରେଳମନ୍ତ୍ରୀ ସାଧାରଣ ଶ୍ରେଣୀରେ ଯାତ୍ରା କରି କରୁଛନ୍ତି ତଦାରଖ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଳବାଇରେ ସୁଧାର ପାଇଁ  ଉଦ୍ୟମ। କୋଟା ଜନଶତାବ୍ଦୀ ଏକ୍ସପ୍ରେସରେ ଅଚାନକ ଯାତ୍ରା କରିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ। ସାଧାରଣ ଶ୍ରେଣୀରେ ଯାତ୍ରା କରି ରେଳମନ୍ତ୍ରୀ  ଯାତ୍ରୀମାନଙ୍କ ସହ ମିଶିଥିଲେ। ଟ୍ରେନରେ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ସେ ଯାତ୍ରୀମାନଙ୍କ ମତାମତ ଲୋଡିଥିଲେ।  ନିକଟରେ  ଗୋଆରୁ ମୁମ୍ବାଇ ଯାଉଥିବା ତେଜସ୍ ଏକ୍ସପ୍ରେସରେ ବିଷାକ୍ତ ଖାଦ୍ୟଖାଇ ୨୪ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଖାଦ୍ୟଯୋଗାଉଥିବା ସଂସ୍ଥାର […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 12:41 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରେଳବାଇରେ ସୁଧାର ପାଇଁ  ଉଦ୍ୟମ। କୋଟା ଜନଶତାବ୍ଦୀ ଏକ୍ସପ୍ରେସରେ ଅଚାନକ ଯାତ୍ରା କରିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ। ସାଧାରଣ ଶ୍ରେଣୀରେ ଯାତ୍ରା କରି ରେଳମନ୍ତ୍ରୀ  ଯାତ୍ରୀମାନଙ୍କ ସହ ମିଶିଥିଲେ। ଟ୍ରେନରେ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ସେ ଯାତ୍ରୀମାନଙ୍କ ମତାମତ ଲୋଡିଥିଲେ।  ନିକଟରେ  ଗୋଆରୁ ମୁମ୍ବାଇ ଯାଉଥିବା ତେଜସ୍ ଏକ୍ସପ୍ରେସରେ ବିଷାକ୍ତ ଖାଦ୍ୟଖାଇ ୨୪ରୁ ଅଧିକ ଯାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଖାଦ୍ୟଯୋଗାଉଥିବା ସଂସ୍ଥାର ଲାଇସେନସ କାହିଁକି ବାତିଲ କରା ନଯିବ ସେ ନେଇ ନୋଟିସ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story