ଶତାବ୍ଦୀ ଟ୍ରେନ୍‌ରେ ‘ମୈ ଭି ଚୌକିଦାର'ର ପ୍ରଚାର!

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ‘ମୈ ଭି ଚୌକିଦାର’ ସ୍ଲୋଗାନର ପ୍ରଚାର ଆରମ୍ଭ ହୋଇଛି। ଏହି ପ୍ରଚାରକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କୁ ବିଜେପି ସପକ୍ଷରେ ଆଣିବା ପାଇଁ ଶତାବ୍ଦୀ ଟ୍ରେନ୍‌ରେ ଯାତ୍ରୀଙ୍କୁ ‘ମୈ ଭି ଚୌକିଦାର’ ଲେଖାଯାଇଥିବା କପ୍‌ରେ ଚା’ ଦିଆଯାଉଛି। ଏହାର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ରେଳ ବିଭାଗ ଏଭଳି କପ୍‌ର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି […]

te

te

Hemant Lenka
  • Published: Friday, 29 March 2019
  • Updated: 29 March 2019, 04:28 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ 'ମୈ ଭି ଚୌକିଦାର’ ସ୍ଲୋଗାନର ପ୍ରଚାର ଆରମ୍ଭ ହୋଇଛି। ଏହି ପ୍ରଚାରକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କୁ ବିଜେପି ସପକ୍ଷରେ ଆଣିବା ପାଇଁ ଶତାବ୍ଦୀ ଟ୍ରେନ୍‌ରେ ଯାତ୍ରୀଙ୍କୁ 'ମୈ ଭି ଚୌକିଦାର' ଲେଖାଯାଇଥିବା କପ୍‌ରେ ଚା’ ଦିଆଯାଉଛି।

ଏହାର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହେବା ପରେ ରେଳ ବିଭାଗ ଏଭଳି କପ୍‌ର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ ଟ୍ରେନ୍‌ରେ ଚା’ ଯୋଗାଇ ଦେବାକୁ କଣ୍ଟ୍ରାକ୍ଟ ନେଇଥିବା ବ୍ୟକ୍ତିବିଶେଷ ହିଁ ଏପରି କରିଛନ୍ତି।

'ମୈ ଭି ଚୌକିଦାର' ଲେଖାଥିବା ଚା’ କପ୍‌ ଯାତ୍ରୀଙ୍କୁ ଦିଆଯାଉଛି ବୋଲି ଆମେ ଜାଣିବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେ ତୁରନ୍ତ ଏଭଳି ଚା’ କପ୍‌ର ବ୍ୟବହାର ବନ୍ଦ କରିବା ସହ ସଂପୃକ୍ତ କଣ୍ଟ୍ରାକ୍ଟରଙ୍କୁ ଜୋରିମାନା ଲାଗୁ କରିଛୁ।

ଟ୍ରେନ୍‌ରେ ଏଭଳି କପ୍‌ରେ ଚା’ ଦିଆଯାଉଥିବା ଫଟୋକୁ ଏକାଧିକ ଲୋକ ଟ୍ୱିଟ୍‌ରେ ପୋଷ୍ଟ କରି ନିର୍ବାଚନ କମିଶନଙ୍କୁ ଜଣାଇଥିଲେ। ଏଭଳି ଟ୍ରେନ୍‌ରେ ପ୍ରଚାର ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି ବୋଲି ମଧ୍ୟ ସେମାନେ ଅଭିଯୋଗ କରିଥିଲେ।

ଏହି ଚା’ କପ୍‌ର ଗୋଟିଏ ପଟେ' ମୈ ଭି ଚୌକିଦାର' ସହ ବିଜେପି ସପକ୍ଷରେ ତଥ୍ୟ ରହିଥିବା ବେଳେ ଅନ୍ୟପଟେ ସଂକଳ୍ପ ଫାଉଣ୍ଡେସନର ନାଁ ରହିଛି।

ପୂର୍ବରୁ ରେଳବାଇ ଟିକେଟ୍‌ ଓ ଏୟାର ଇଣ୍ଡିଆର ବୋର୍ଡିଂ ପାସ୍‌ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିଥିବା କଥା ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story