ବେଙ୍ଗାଲୁରୁରେ ୧୧୫ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ବେଙ୍ଗଲୁରୁ: ବେଙ୍ଗଲୁରୁରେ ୧୧୫ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା।  ଏଥିଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।  ବିଭିନ୍ନ ଅଂଚଳରେ ରାସ୍ତାଗୁଡିକରେ ଖାଲ  ସୃଷ୍ଟି ହୋଇଛି।  ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ଜୀବନ ଗଲାଣି॥ ସେପଟେ ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ ହୋଇଛି।   କିନ୍ତୁ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବା ବେଳେ ଖୁବଶୀଘ୍ର ଉତ୍ତର ପୂର୍ବ ମୌସୁମୀର ପ୍ରଭାବ ଅନୁଭୂତ ହେବ।   ତେଣୁ ଆଗାମୀ ଦିନରେ ପରିସ୍ଥିତି ଆହୁରି […]

bengaluru-rains-ndtv-650_650x400_51507996881

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 08:17 PM IST

Sports

Latest News

ବେଙ୍ଗଲୁରୁ: ବେଙ୍ଗଲୁରୁରେ ୧୧୫ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା।  ଏଥିଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି।  ବିଭିନ୍ନ ଅଂଚଳରେ ରାସ୍ତାଗୁଡିକରେ ଖାଲ  ସୃଷ୍ଟି ହୋଇଛି।  ଏଥିଯୋଗୁ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ଜୀବନ ଗଲାଣି॥ ସେପଟେ ଏନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ ହୋଇଛି।   କିନ୍ତୁ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବା ବେଳେ ଖୁବଶୀଘ୍ର ଉତ୍ତର ପୂର୍ବ ମୌସୁମୀର ପ୍ରଭାବ ଅନୁଭୂତ ହେବ।   ତେଣୁ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।

ବେଙ୍ଗାଲୁର ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକମାନେ ଯିବା ଆସିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ସ୍ଥାନରେ ଲୋକମାନେ ନିଖୋଜ ଥିବାର ଖବର ମିଳଛି।  ବର୍ଷା ପରେ ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story