ନେଦରଲ୍ୟାଣ୍ଡରେ ମୋଦିଙ୍କୁ ଭେଟିଲେ ରାଇନା: କହିଲେ ମୋଦିଙ୍କ ପାଖରେ ଅଛି ଗୋଲ୍ଡେନ୍‌ ଭିଜନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଯାତ୍ରା ଅବସରରେ ଶେଷ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡ ଗସ୍ତ କରିଥଲେ। ଏହି ଅବସରରେ ଭାରତୀୟ ଷ୍ଟାର କ୍ରିକେଟର୍‌ ସୁରେଶ ରାଇନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ସୁଯୋଗ ପାଇଥିଲେ। ରାଇନାଙ୍କ ସହ ତାଙ୍କକ ପତ୍ନୀ ପ୍ରିୟଙ୍କା ମଧ୍ୟ ଉପସ୍ଥିତ ଥିଲେ। ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡରେ ପହଞ୍ଚିଥିଲେ। ରାଇନା ପରିବାର ସହ ମୋଦିଙ୍କୁ ଯାଇ ସାକ୍ଷାତ କରିଥିଲେ। ମୋଦିଙ୍କୁ ଭେଟିବା ପରେ ଟ୍ୱିଟର ମାଧ୍ୟମରେ ରାଇନା କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ […]

suresh_raina_1498615514_749x421

suresh_raina_1498615514_749x421

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 09:56 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଯାତ୍ରା ଅବସରରେ ଶେଷ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡ ଗସ୍ତ କରିଥଲେ। ଏହି ଅବସରରେ ଭାରତୀୟ ଷ୍ଟାର କ୍ରିକେଟର୍‌ ସୁରେଶ ରାଇନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ସୁଯୋଗ ପାଇଥିଲେ। ରାଇନାଙ୍କ ସହ ତାଙ୍କକ ପତ୍ନୀ ପ୍ରିୟଙ୍କା ମଧ୍ୟ ଉପସ୍ଥିତ ଥିଲେ। ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡରେ ପହଞ୍ଚିଥିଲେ। ରାଇନା ପରିବାର ସହ ମୋଦିଙ୍କୁ ଯାଇ ସାକ୍ଷାତ କରିଥିଲେ। ମୋଦିଙ୍କୁ ଭେଟିବା ପରେ ଟ୍ୱିଟର ମାଧ୍ୟମରେ ରାଇନା କହିଥିଲେ ଯେ ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଗୋଲ୍ଡେନ ଭିଜନ ରହିଛି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story