ଦିଲ୍ଲୀରେ ଆଜିଠାରୁ ଲାଗୁ ହେଲା ଅଡ୍-ଇଭିନ୍ ନିୟମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ସକାଳ ୮ଟାରୁ ଆରମ୍ଭ ହେଉଛି ଅଡ୍ ଇଭିନ ନିୟମ। ଏହି ନିୟମ ଅନୁଯାୟୀ ଦିଲ୍ଲୀ ରାସ୍ତାରେ ସମସ୍ତ ଗାଡ଼ି ଚଳାଚଳ କରିବ। ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅଡ ଇଭେନ ନିୟମକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଅଡ୍ ଇଭେନ ନିୟମକୁ ଉଲ୍ଲଂଘନ କରୁଥିବା ଗାଡ଼ିକୁ ସହର ଭିତରେ କେଉଁଠାରେ ପାର୍କିଂ କରାଇ ଦିଆଯିବନି ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି। ଏ ନେଇ ସରକାରଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ କଡାକଡ଼ି ନିର୍ଦ୍ଦେଶ […]

parking-story

parking-story

Rakesh Mallick
  • Published: Friday, 01 January 2016
  • Updated: 01 January 2016, 10:53 AM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ସକାଳ ୮ଟାରୁ ଆରମ୍ଭ ହେଉଛି ଅଡ୍ ଇଭିନ ନିୟମ। ଏହି ନିୟମ ଅନୁଯାୟୀ ଦିଲ୍ଲୀ ରାସ୍ତାରେ ସମସ୍ତ ଗାଡ଼ି ଚଳାଚଳ କରିବ। ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅଡ ଇଭେନ ନିୟମକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ଅଡ୍ ଇଭେନ ନିୟମକୁ ଉଲ୍ଲଂଘନ କରୁଥିବା ଗାଡ଼ିକୁ ସହର ଭିତରେ କେଉଁଠାରେ ପାର୍କିଂ କରାଇ ଦିଆଯିବନି ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି। ଏ ନେଇ ସରକାରଙ୍କ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ କଡାକଡ଼ି ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି।

ଗାଡ଼ି ଚାଳକ ଏହି ନିୟମ ଉଲ୍ଲଂଘନ କଲେ ସେମାନଙ୍କଠାରୁ ୨ ହଜାର ଟଙ୍କାର ଜରିମାନା ଚାଲାଣ କଟାଯିବ। ସେହିଭଳି ନିମୟ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ବୁଝାଇବା ଲାଗି ମଧ୍ୟ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି। ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୁଷଣକୁ ରୋକିବା ଲାଗି ଆପ୍ ସରକାର ଏଭଳି ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ତେବେ ଏହାକୁ ନେଇ ଆରମ୍ଭରୁ ବିବାଦ ଦେଖାଦେଇଛି। ଏହି ନିୟମରୁ ମହିଳା ଚାଳକ, ଦୁଇ ଚକିଆ ଯାନ ଓ ଭିଆଇପିଙ୍କୁ ବାଦ୍ ଦିଆଯାଇଥିବାରୁ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଆପ୍ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story