ରାଜନୀତିରେ ରଜନୀକାନ୍ତ; ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବେ

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କଲେ। ନିଜ ଫ୍ୟାନଙ୍କ ଗହଣରେ ରବିବାର ସେ ଏହା ଘୋଷଣା କରିଛନ୍ତି। ସେ କୌଣସି ଦଳରେ ସାମିଲ ହେବେ ନାହିଁ। ନିଜେ ଏକ ଦଳ ଗଢ଼ିବେ। କୋଡାମ୍ବକ୍କମ ସ୍ଥିତ ରାଘବେନ୍ଦ୍ର ମ୍ୟାରେଜ୍ ହଲ୍‌ରେ ରଜନୀକାନ୍ତ ଏହି ଘୋଷଣା କରି କହିଥିଲେ ଯେ ସେ ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ। ସେ ରାଜ୍ୟର ସମସ୍ତ ୨୩୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛନ୍ତି। ତେବେ ୨୦୧୯ ଲୋକସଭା […]

rajanikanta

rajanikanta

Rakesh Mallick
  • Published: Sunday, 31 December 2017
  • Updated: 31 December 2017, 10:30 AM IST

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କଲେ। ନିଜ ଫ୍ୟାନଙ୍କ ଗହଣରେ ରବିବାର ସେ ଏହା ଘୋଷଣା କରିଛନ୍ତି। ସେ କୌଣସି ଦଳରେ ସାମିଲ ହେବେ ନାହିଁ। ନିଜେ ଏକ ଦଳ ଗଢ଼ିବେ।

କୋଡାମ୍ବକ୍କମ ସ୍ଥିତ ରାଘବେନ୍ଦ୍ର ମ୍ୟାରେଜ୍ ହଲ୍‌ରେ ରଜନୀକାନ୍ତ ଏହି ଘୋଷଣା କରି କହିଥିଲେ ଯେ ସେ ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ। ସେ ରାଜ୍ୟର ସମସ୍ତ ୨୩୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛନ୍ତି। ତେବେ ୨୦୧୯ ଲୋକସଭା ନିର୍ବାଚନରେ ସେ ଲଢ଼ିବେ କି ନାହିଁ ସେ ନେଇ ଚିନ୍ତା କରିବେ।

ସେ କହିଥିଲେ,“କ୍ଷମତା ଅବା ପଦପଦବୀ ପାଇଁ ମୁଁ ରାଜନୀତିରେ ପ୍ରବେଶ କରି ନାହିଁ। ଯଦି ପଦପଦବୀ ଲୋଭ ଥାଆନ୍ତା, ତା’ହେଲେ ୧୯୯୬ରୁ ପାଇ ପାରିଥାଆନ୍ତି। ୪୫ ବର୍ଷ ବୟସରେ ସେ ଇଚ୍ଛା ମୋର ନଥିଲା। ୬୮ ବର୍ଷରେ କାହିଁକି ଏମିତି ଇଚ୍ଛା ହେବ?”

ରଜନୀକାନ୍ତ କହିଥିଲେ,“ପୂରା ବ୍ୟବସ୍ଥାକୁ ବଦଳାଇବାକୁ ହେବ। ଗଣତନ୍ତ୍ର ଦୁର୍ନୀତିଗ୍ରସ୍ତ ହୋଇଯାଇଛି। ଏହାକୁ ସଫା କରିବାକୁ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story