ରାଜ୍ୟସଭାରେ ଆଜି ଜିଏସଟି ବିଲ ପାରିତ କରିବାକୁ ଚେଷ୍ଟା କରିବେ ସରକାର

ନୂଆଦିଲ୍ଲୀ:  ରାଜ୍ୟସଭାରେ ଆଗତ ଜିଏସଟି ବିଲ୍ ପାସ କରିବା ପାଇଁ ଆଜି ଚେଷ୍ଟା କରିବେ ସରକାର। ସଂସଦର ମୌସୁମୀ ଅଧିବେଶନ ଶେଷ ହେବାକୁ ଆଉ ୨ଦିନ ବାକି ରହିଲା। ଏଥିଯୋଗୁଁ ରାଜ୍ୟସଭାରେ ଆଜି ଏହି ବିଲ୍ ସଂପର୍କରେ ଆଲୋଚନା ହୋଇପାରେ । ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ବିଲକୁ ଗୃହରେ ଉପସ୍ଥାପନ କରିଛନ୍ତି। ତେବେ ଏହି ସମ୍ୱିଧାନ ସଂଶୋଧନ ବିଲକୁ ରାଜ୍ୟସଭାରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ଫଳରେ ପ୍ରବଳ ହଟ୍ଟଗୋଳ ଯୋଗୁଁ  […]

parlliament

parlliament

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 06:00 AM IST

Sports

Latest News

ନୂଆଦିଲ୍ଲୀ:  ରାଜ୍ୟସଭାରେ ଆଗତ ଜିଏସଟି ବିଲ୍ ପାସ କରିବା ପାଇଁ ଆଜି ଚେଷ୍ଟା କରିବେ ସରକାର। ସଂସଦର ମୌସୁମୀ ଅଧିବେଶନ ଶେଷ ହେବାକୁ ଆଉ ୨ଦିନ ବାକି ରହିଲା। ଏଥିଯୋଗୁଁ ରାଜ୍ୟସଭାରେ ଆଜି ଏହି ବିଲ୍ ସଂପର୍କରେ ଆଲୋଚନା ହୋଇପାରେ । ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ବିଲକୁ ଗୃହରେ ଉପସ୍ଥାପନ କରିଛନ୍ତି। ତେବେ ଏହି ସମ୍ୱିଧାନ ସଂଶୋଧନ ବିଲକୁ ରାଜ୍ୟସଭାରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ଫଳରେ ପ୍ରବଳ ହଟ୍ଟଗୋଳ ଯୋଗୁଁ  ଗୃହ କାର୍ଯ୍ୟ ଆଜି ଯାଏଁ ମୁଲତବି ହୋଇଥିଲା। ଜିଏସଟି କାର୍ଯ୍ୟକାରୀ ହେଲେ ସାରା ଦେଶରେ ଗୋଟିଏ ବଜାର ସୃଷ୍ଟି ହେବ। କେନ୍ଦ୍ର ଓ ରାଜ୍ୟର ପରୋକ୍ଷ ଟିକସ ଯଥା- କେନ୍ଦ୍ରୀୟ ଅବକାରୀ ଟିକସ, ଭ୍ୟାଟ୍, ଏଣ୍ଟ୍ରିଟ୍ୟାକ୍ସ ଓ ଅକଟ୍ରାଇ ଟ୍ୟାକ୍ସ ଭଳି ଅନେକ ଟିକସ ଉଠିଯିବ। ରାଜ୍ୟ-ରାଜ୍ୟ ଭିତରେ ସହଜରେ ଦ୍ରବ୍ୟ ଓ ସେବା ଦେଣ ନେଣ ହେବ। ଫଳରେ ବ୍ୟାବସାୟିକ ଖର୍ଚ୍ଚ କମିବ ବୋଲି ଆଶା କରାଯାଉଛି। ଗତ ମେ ୬ ତାରିଖରେ ଲୋକସଭାରେ ଏହି ବିଲ୍ ପାସ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story