ଚର୍ଚ୍ଚାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବେଳର ଫଟୋ: ପାଖରେ ଥୁଆ ଯାଇଛି ଚିପ୍ସ ଓ କୋଲ୍ଡ ଡ୍ରିଙ୍କ୍ସ

ନୂଆଦିଲ୍ଲୀ: ଫେସବୁକ ଟ୍ୱିଟର ଭଳି ସୋସିଆଲ ମଡିଆ ଗୁଡିକରେ ଏବେ ଅନେକ ଫଟୋ ଭାଇରାଲ ହେଉଛି। ସତ୍ୟତା ଥାଉ କି ନଥାଉ, ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରୁଛି। ନେତାଙ୍କଠାରୁ ଆରମ୍ଭ କରି  ଅଭିନେତା ଓ ସମାଜର ଅନେକ ବଡବଡ ବ୍ୟକ୍ତି ଏଥିପାଇଁ ଚର୍ଚ୍ଚା ଘେରକୁ ଚାଲିଆସୁଛିନ୍ତି। ଏଥିରୁ ବାଦ ପଡିନାହାଁନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଦେଶରେ ନାନା […]

rajasthan

rajasthan

Rakesh Mallick
  • Published: Friday, 04 August 2017
  • Updated: 06 August 2017, 12:13 PM IST

Sports

Latest News

ନୂଆଦିଲ୍ଲୀ: ଫେସବୁକ ଟ୍ୱିଟର ଭଳି ସୋସିଆଲ ମଡିଆ ଗୁଡିକରେ ଏବେ ଅନେକ ଫଟୋ ଭାଇରାଲ ହେଉଛି। ସତ୍ୟତା ଥାଉ କି ନଥାଉ, ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରୁଛି। ନେତାଙ୍କଠାରୁ ଆରମ୍ଭ କରି  ଅଭିନେତା ଓ ସମାଜର ଅନେକ ବଡବଡ ବ୍ୟକ୍ତି ଏଥିପାଇଁ ଚର୍ଚ୍ଚା ଘେରକୁ ଚାଲିଆସୁଛିନ୍ତି। ଏଥିରୁ ବାଦ ପଡିନାହାଁନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଦେଶରେ ନାନା ପ୍ରକାର ଗସିପ୍ ଶୁଣିବାକୁ ମିଳୁଛି। ଫଟୋରେ ବସୁନ୍ଧରା ରାଜେ ହେଲିକେପ୍ଟର ଝରକାରୁ ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖୁଛନ୍ତି। ତାଙ୍କ ଡାହାଣ ପାଖରେ ଜେଣେ ବ୍ୟକ୍ତି ବସିଛନ୍ତି। ଦୁହିଁଙ୍କ ମଝିରେ ଏକ ଥଳି ଥୁଆ ହୋଇଛି, ସେଥିରେ କିଛି ଚିପ୍ସ, କୋଲ୍ଡ ଡ୍ରିଙ୍କ୍ସ ଓ ପାଣି ବୋଟଲ ରହିଛି। ଏଭଳି ଫଟୋକୁ ନେଇ ବସୁନ୍ଧରାଙ୍କୁ ସାଧାରଣରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି।

ବର୍ତ୍ତମାନ ରାଜସ୍ଥାନର ଅନେକ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛି। ଅନେକ ସ୍ଥାନ ବନ୍ୟା ପାଣରେ ବୁଡି ରହିଥିବାରୁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବସୁନ୍ଧରାଙ୍କ ବନ୍ୟାଞ୍ଚଳ ଗସ୍ତକୁ ନେଇ ଯେତିକି ଚର୍ଚ୍ଚା ହେଉନି, ସେ ସମୟରେ ଉଠାଯାଇଥିବା ଫଟୋକୁ ନେଇ ବେଶୀ ଚର୍ଚ୍ଚାକୁ ଆସିଛନ୍ତି। କିଏ କହୁଛି ବସୁନ୍ଧରା ବନ୍ୟା ପ୍ରପୀଡିତ ଅଞ୍ଚଳ ବୁଲି ଦେଖୁଥିଲେ ନା ପିକନିକ କରୁଥିଲେ ତାହା ବୁଝାପଡୁନି। ଆଉ କିଏ କହୁଛି ମୁଖ୍ୟମନ୍ତ୍ରୀ ବନ୍ୟା ପୀଡିତ ଲୋକଙ୍କୁ ଚିପ୍ସ ବାଣ୍ଟୁଥିଲେ।

ତେବେ ଫଟୋଟିର ସତ୍ୟତା ନେଇ ବି କିଏ କିଏ ପ୍ରଶ୍ନ ଉଠାଇଛନ୍ତି। ଫଟୋଟି ବନ୍ୟାଞ୍ଚଳ ଗସ୍ତ ବେଳର ତାହା ସ୍ପଷ୍ଟ ହୋଇ ପାରିନି। କିଏ କିଏ କହୁଛନ୍ତି, ବସୁନ୍ଧରାଙ୍କୁ ବଦନାମ କରିବାକୁ କେହି ବ୍ୟକ୍ତି ଫଟୋସପରେ ଏଡିଟ୍ କରି ଏହି ଫଟୋ ଛାଡିଥାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story