ପଞ୍ଜାବ ପରେ ରାଜସ୍ଥାନ: କେନ୍ଦ୍ରର କୃଷି ଆଇନ ବିରୋଧରେ ନୂଆ ବିଲ୍‌

ଜୟପୁର: ପଞ୍ଜାବ ପରେ କଂଗ୍ରେସ ଶାସିତ ରାଜସ୍ଥାନରେ କେନ୍ଦ୍ର ସରକାର ଦେଶରେ ଲାଗୁ କରିଥିବା କୃଷି ଆଇନକୁ କାଉଣ୍ଟର କରିବା ପାଇଁ ୩ଟି ସ୍ୱତନ୍ତ୍ର ବିଲ୍‌ ଆସିଛି। ଆଜି ଏହି ୩ଟି ଯାକ ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରାଯାଇଛି। ରାଜସ୍ଥାନ ପୂର୍ବରୁ ପଞ୍ଜାବ ସରକାର କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର କରିବା ପାଇଁ ୪ଟି ବିଲ୍‌ ଆଣିଥିଲେ। ସର୍ବସମ୍ମତିକ୍ରମେ ଏହା ବିଧାନସଭାରେ ମଧ୍ୟ ପାରିତ ହୋଇଥିଲା। ଆଜି ରାଜସ୍ଥାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରିୱାଲ ଗୃହରେ […]

d

d

Hemant Lenka
  • Published: Saturday, 31 October 2020
  • Updated: 31 October 2020, 04:54 PM IST

Sports

Latest News

ଜୟପୁର: ପଞ୍ଜାବ ପରେ କଂଗ୍ରେସ ଶାସିତ ରାଜସ୍ଥାନରେ କେନ୍ଦ୍ର ସରକାର ଦେଶରେ ଲାଗୁ କରିଥିବା କୃଷି ଆଇନକୁ କାଉଣ୍ଟର କରିବା ପାଇଁ ୩ଟି ସ୍ୱତନ୍ତ୍ର ବିଲ୍‌ ଆସିଛି। ଆଜି ଏହି ୩ଟି ଯାକ ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରାଯାଇଛି। ରାଜସ୍ଥାନ ପୂର୍ବରୁ ପଞ୍ଜାବ ସରକାର କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର କରିବା ପାଇଁ ୪ଟି ବିଲ୍‌ ଆଣିଥିଲେ। ସର୍ବସମ୍ମତିକ୍ରମେ ଏହା ବିଧାନସଭାରେ ମଧ୍ୟ ପାରିତ ହୋଇଥିଲା।

ଆଜି ରାଜସ୍ଥାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରିୱାଲ ଗୃହରେ ଅତ୍ୟାବଶ୍ୟକ ସାମଗ୍ରୀ(ସ୍ୱତନ୍ତ୍ର ପ୍ରାବଧାନ ଓ ରାଜସ୍ଥାନ ସଂଶୋଧିତ) ବିଲ୍‌ ୨୦୨୦, ଚାଷୀଙ୍କ ସହ ଚୁକ୍ତି ଭିତ୍ତିରେ ଟଙ୍କା ସହାୟତା ଓ ଫାର୍ମ ସର୍ଭିସ ବିଲ୍‌ ୨୦୨୦ ଏବଂ ଚାଷୀ ଉତ୍ପାଦନ ଟ୍ରେଡ ଓ କର୍ମସ ବିଲ୍‌ ୨୦୨୦କୁ ଉପସ୍ଥାପନ କରିଛନ୍ତି। ଏଥିସହ ସେ ବିଧାନସଭା ଅଧିବେଶନର ପ୍ରଥମ ଦିନରେ କୋଡ ଅଫ ପ୍ରୋସିଡିୟର(ରାଜସ୍ଥାନ ସଂଶୋଧିତ) ବିଲ୍‌ ୨୦୨୦ ମଧ୍ୟ ଗୃହରେ ଉପସ୍ଥାପନ କରିଛନ୍ତି।

ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲ୍‌ଗୁଡ଼ିକରେ ତମାମ ବ୍ୟବସ୍ଥା କରାଯାଇଛି। ବିଲ୍‌ ଅନୁସାରେ, ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ କିମ୍ବା ତା’ ଠାରୁ ଉପରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ। ଏହାଠାରୁ କମରେ କେହି ବି ଏହାକୁ କିଣିବେ ନାହିଁ। ଚାଷୀଙ୍କୁ କୌଣସି ସଂସ୍ଥା ବା ବ୍ୟକ୍ତି ହଇରାଣ କରନ୍ତି କିମ୍ବା ସେମାନଙ୍କୁ କମମୂଲ୍ୟରେ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ କରନ୍ତିଳ ତା’ହେଲେ ସେମାନଙ୍କୁ ୩ରୁ ୭ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ବିଲ୍‌ରେ ରହିଛି। ଏଥିସହ ୫ ଲକ୍ଷ ଟଙ୍କା ଯାଏ ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଅନ୍ୟପକ୍ଷରେ ସୋମବାର ଦିନ ଏହି ବଲ୍‌ ଉପରେ ବିତର୍କ ହେବ। ଏହାକୁ ବିଜେପି ବିରୋଧ କରିବ ଓ କେନ୍ଦ୍ର କୃଷି ଆଇନ ଏହାଠାରୁ ଅଧିକ ଭଲ ବୋଲି ବିତର୍କ ଦ୍ୱାରା ପ୍ରମାଣ କରିବ ବୋଲି ଉପ ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story