ରାଜଧାନୀ ଏକ୍ସପ୍ରେସ୍‌ରେ ଟିକେଟ୍ କନ୍‌ଫର୍ମ ହୋଇନି କି? ଫ୍ଲାଇଟ୍‌ରେ ଯାଇପାରିବେ

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ମୁଖ୍ୟତଃ ରାଜଧାନୀ ଏକ୍ସପ୍ରେସ୍‌ରେ ଟିକେଟ ବୁକ୍‌ କରି ଯଦି ୱେଟିଂ ଲିଷ୍ଟରେ ରହୁଛି ତେବେ ସେମାନେ ବିମାନରେ ଯାତ୍ରା କରିପାରିବେ। ବିଶେଷକରି AC-I କିମ୍ବା  AC-IIରେ ଟିକେଟ ବୁକ୍ ହୋଇ ନିର୍ଦ୍ଦିଷ୍ଟ ହେଉ ନ ଥିବ ସେମାନଙ୍କ ପାଇଁ ବିମାନ ସେବାର ଏକ ବିକଳ୍ପ ଅପ୍ସନ ରଖାଯିବା ନେଇ ବିଚାର କରାଯାଉଛି। ତେବେ ଏଥିପାଇଁ ଯାତ୍ରୀମାନଙ୍କୁ ଅଳ୍ପ କିଛି ଚାର୍ଜେସ ଦେବାକୁ ପଡ଼ିବ। ଖୁବ୍‌ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 05:14 PM IST

Sports

Latest News

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ମୁଖ୍ୟତଃ ରାଜଧାନୀ ଏକ୍ସପ୍ରେସ୍‌ରେ ଟିକେଟ ବୁକ୍‌ କରି ଯଦି ୱେଟିଂ ଲିଷ୍ଟରେ ରହୁଛି ତେବେ ସେମାନେ ବିମାନରେ ଯାତ୍ରା କରିପାରିବେ। ବିଶେଷକରି AC-I କିମ୍ବା  AC-IIରେ ଟିକେଟ ବୁକ୍ ହୋଇ ନିର୍ଦ୍ଦିଷ୍ଟ ହେଉ ନ ଥିବ ସେମାନଙ୍କ ପାଇଁ ବିମାନ ସେବାର ଏକ ବିକଳ୍ପ ଅପ୍ସନ ରଖାଯିବା ନେଇ ବିଚାର କରାଯାଉଛି।

ତେବେ ଏଥିପାଇଁ ଯାତ୍ରୀମାନଙ୍କୁ ଅଳ୍ପ କିଛି ଚାର୍ଜେସ ଦେବାକୁ ପଡ଼ିବ। ଖୁବ୍‌ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଭାରତୀୟ ରେଲୱେ ବୋର୍ଡ଼ର ନୂତନ ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଥିବା ଅଶ୍ୱିନୀ ଲୋହାନି ଏହି ସୂଚନା ଦେଇଛନ୍ତି। ଲୋହାନି ଯେତେବେଳେ ଏୟାର ଇଣ୍ଡିଆର  ମୁଖ୍ୟ ଥିଲେ ଗତ ବର୍ଷ ସେ ଆଇଆରଟିସିକୁ  ଏହି ପ୍ରସ୍ତାବ ଦେଇଥିଲେ। ହେଲେ ଏହି ପ୍ରସ୍ତାବକୁ  ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇ ନ ଥିଲା। ଏବେ ଲୋହାନି ଭାରତୀୟ ରେଲୱେ ବୋର୍ଡ଼ର ନୂତନ ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଛନ୍ତି। ଲୋହାନି କହିଛନ୍ତି ଯଦି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଏ ତେବେ ଯାତ୍ରୀମାନଙ୍କୁ ବେଶ ସହାୟକ ହେବ । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ରାଜି ହୋଇଛନ୍ତି।  ତେବେ ଯେଉଁ ଯାତ୍ରୀମାନଙ୍କର ଟିକେଟ କନ୍‌ଫର୍ମ ହେଉ ନ ଥିବ ସେମାନେ ଏହି ବିମାନ ଅପ୍ସନକୁ ବାଛିପାରିବେ। ତେବେ ଯାତ୍ରୀମାନେ ଯେଉଁ ସ୍ଥାନକୁ ଯିବା ପାଇଁ ଚାହୁଁଥିବେ ସେଠାରେ ବିମାନ ସେବା ଉପଲବ୍ଧ ଥିବା ଜରୁରୀ।

ତେବେ ଯାତ୍ରୀମାନଙ୍କୁ ଏଥିପାଇଁ ଅଳ୍ପ କିଛି ଚାର୍ଜେସ ଦେବାକୁ ପଡ଼ିବ। ଯାତ୍ରୀମାନଙ୍କୁ ଆଇଆରଟିସି (IRCTC) ମାଧ୍ୟମରେ ଏହି ଟିକେଟ ମିଳିବ। ସୂଚନା ଯୋଗ୍ୟ ଯେ, ଲଙ୍ଗ୍ ଜର୍ଣ୍ଣି ପାଇଁ ଅନେକ ଯାତ୍ରୀ ରାଜଧାନୀ ଏକ୍ସପ୍ରେସକୁ ପସନ୍ଦ କରିଥାଆନ୍ତି। ଅନେକ ଟିକେଟ କଟାଯାଥିଲେ ମଧ୍ୟ ସିଟ୍‌ କନଫର୍ମ ହୋଇ ନ ଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ନୂଆ ରେଲୱେ ବୋର୍ଡ଼ ଅଧ୍ୟକ୍ଷ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story