ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିପାରିବେ ନାହିଁ ତାମିଲନାଡୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସହ ପରାମର୍ଶ ବିନା ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିପାରିବେ ନାହିଁ ତାମିଲନାଡୁ ସରକାର। ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଏହି ମାମଲାକୁ ତଦନ୍ତ କରିଥିବାରୁ କେନ୍ଦ୍ରର ସହମତି ବିନା ସେମାନଙ୍କ ଦଣ୍ଡ କୋହଳ ପାଇଁ ତାମିଲନାଡୁ ସରକାରଙ୍କ କୌଣସି କ୍ଷମତା ନ ଥିବା କୋର୍ଟ କହିଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ରାଜୀବ ଗାନ୍ଧିଙ୍କ ୭ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ  ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାକୁ […]

COURT

COURT

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 08:47 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସହ ପରାମର୍ଶ ବିନା ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିପାରିବେ ନାହିଁ ତାମିଲନାଡୁ ସରକାର। ବୁଧବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ସିବିଆଇ ଏହି ମାମଲାକୁ ତଦନ୍ତ କରିଥିବାରୁ କେନ୍ଦ୍ରର ସହମତି ବିନା ସେମାନଙ୍କ ଦଣ୍ଡ କୋହଳ ପାଇଁ ତାମିଲନାଡୁ ସରକାରଙ୍କ କୌଣସି କ୍ଷମତା ନ ଥିବା କୋର୍ଟ କହିଛନ୍ତି।

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ରାଜୀବ ଗାନ୍ଧିଙ୍କ ୭ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ  ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏଚ୍ ଏଲ୍ ଦତ୍ତୁଙ୍କ ନେତୃତ୍ୱରେ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story