'ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇନଥିଲା'

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ଦେଶକୁ ଆସିବ ଏବଂ ସମସ୍ତ ଦେଶବାସୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି ବିଜେପି କେବେ ହେଲେ ପ୍ରତିଶ୍ରୁତି ଦେଇ ନଥିଲା ବୋଲି ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି, ଆମେ କେବେ ହେଲେ ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି କହି ନଥିଲୁ। କେବଳ କଳାଧନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି […]

re

re

Hemant Lenka
  • Published: Tuesday, 09 April 2019
  • Updated: 09 April 2019, 08:58 PM IST

Sports

Latest News

ନୂଆଦିଲ୍ଲୀ: ବିଦେଶରେ ଥିବା କଳାଧନ ଦେଶକୁ ଆସିବ ଏବଂ ସମସ୍ତ ଦେଶବାସୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି ବିଜେପି କେବେ ହେଲେ ପ୍ରତିଶ୍ରୁତି ଦେଇ ନଥିଲା ବୋଲି ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ସେ କହିଛନ୍ତି, ଆମେ କେବେ ହେଲେ ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବ ବୋଲି କହି ନଥିଲୁ। କେବଳ କଳାଧନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲୁ। ଏବେ କଳାଧନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଆମ ସରକାର କଳାଧନକୁ ଠାବ କରିବାକୁ ଏସ୍‌ଆଇଟି ମଧ୍ୟ ଗଠନ କରିଛନ୍ତି। ତେଣୁ ବିରୋଧୀ ଏହାକୁ ନେଇ ଅପପ୍ରଚାର ନ କରନ୍ତୁ।”

୨୦୧୪ରେ ବିଜେପି ଦେଇଥିବା ୧୫ ଲକ୍ଷ ଟଙ୍କାର ପ୍ରତିଶ୍ରୁତି ପୂରଣ କରିନାହିଁ ବୋଲି କହି ବିରୋଧୀ ଦଳଗୁଡ଼ିକ ହଙ୍ଗାମା କରୁଥିବା ବେଳେ ଆଜି ରାଜନାଥ ସିଂହ ଏଭଳି ବୟାନ ଦେଇଛନ୍ତି। ଅନ୍ୟପକ୍ଷରେ ଦେଶରେ ଇଡି ଓ ଆୟକର ବିଭାଗର ଚଢ଼ଉ ସମ୍ପର୍କରେ ମଧ୍ୟ ରାଜନାଥ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବିରୋଧୀ ଦଳଗୁଡ଼ିକ କେବଳ ଅପପ୍ରଚାର କରିବା ଜାଣିଛନ୍ତି। ଆୟକର ଚଢ଼ଉରେ ବିଜେପି କିମ୍ବା ସରକାରଙ୍କ କୌଣସି ଭୂମିକା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story