ଯବାନଙ୍କ ସହ ଦଶହରା ପାଳିଲେ ରାଜନାଥ

ନୂଆଦିଲ୍ଲୀ: ଆଜି ବିଜୟା ଦଶମୀ ଅବସରରେ ଗୃହମନ୍ତ୍ରୀ ରାଜନାଥ ସିଂହ ସୀମାରେ ନିୟୋଜିତ  ଯବାନଙ୍କ ସହ ଦଶହରା ପର୍ବ ପାଳନ କରିଛନ୍ତି ।  ଆଜି ସକାଳେ ଗୃହମନ୍ତ୍ରୀ ଡେରାଡୁନ୍‌ ସ୍ଥିତ ଆଇଟିବିପି ଯୋଶୀମଠ ବେସ କ୍ୟାମ୍ପରେ ଯବାନମାନଙ୍କୁ ଭେଟିଥିଲେ।   ଏଥିସହ ରାଜନାଥ ଯବାନମାନଙ୍କୁ  ପୂଜାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।   ଉତ୍ତରାଖଣ୍ଡରେ ଯୋଶୀମଠରେ ଥିବା ଆଇଟିବିପି କାର୍ଯ୍ୟାଳୟରେ ସେ ଯବାନ ମାନଙ୍କ ସହ ମିଶିଥିଲେ।   ଦଶହରା ଅବସରରେ ଆଇଟିବିପି ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜା କରାଯାଇଥିଲା […]

Rajnath Singh in Mana

Rajnath Singh in Mana

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 05:10 PM IST

Sports

Latest News

ନୂଆଦିଲ୍ଲୀ: ଆଜି ବିଜୟା ଦଶମୀ ଅବସରରେ ଗୃହମନ୍ତ୍ରୀ ରାଜନାଥ ସିଂହ ସୀମାରେ ନିୟୋଜିତ  ଯବାନଙ୍କ ସହ ଦଶହରା ପର୍ବ ପାଳନ କରିଛନ୍ତି ।  ଆଜି ସକାଳେ ଗୃହମନ୍ତ୍ରୀ ଡେରାଡୁନ୍‌ ସ୍ଥିତ ଆଇଟିବିପି ଯୋଶୀମଠ ବେସ କ୍ୟାମ୍ପରେ ଯବାନମାନଙ୍କୁ ଭେଟିଥିଲେ।   ଏଥିସହ ରାଜନାଥ ଯବାନମାନଙ୍କୁ  ପୂଜାର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।   ଉତ୍ତରାଖଣ୍ଡରେ ଯୋଶୀମଠରେ ଥିବା ଆଇଟିବିପି କାର୍ଯ୍ୟାଳୟରେ ସେ ଯବାନ ମାନଙ୍କ ସହ ମିଶିଥିଲେ।   ଦଶହରା ଅବସରରେ ଆଇଟିବିପି ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜା କରାଯାଇଥିଲା ।  ସେପଟେ କର୍ଣ୍ଣାଟକର ମହୀଶୂରରେ ମଧ୍ୟ ବେଶ ଧୁମଧାମରେ ପାଳିତ ହେଉଛି ଦଶହରା ଉତ୍ସବ।

ଦଶହରା ଅବସରରେ ପ୍ରସିଦ୍ଧ ମହୀଶୂର ରାଜପ୍ରାସାଦକୁ ଆକର୍ଷଣୀୟ ଭାବେ ସଜାଯାଇଛି ।  ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ରାଜାପ୍ରାସାଦକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ ଜମିଛି।  କର୍ଣ୍ଣାଟକରେ ଦଶହରାକୁ ସରକାରୀ ଉତ୍ସବ ଭାବେ ପାଳନ କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story