ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ହରିବଂଶ ବନାମ ହରିପ୍ରସାଦ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିଜେ କଂଗ୍ରେସ ପ୍ରାର୍ଥୀ ଦେଇଛି।  ବି.କେ. ହରିପ୍ରସାଦଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି। ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବି.କେ ହରିପ୍ରସାଦ ଓଡ଼ିଶା ପିସିସିର ପୂର୍ବତନ ପ୍ରଭାରୀ ଥିଲେ। ଏନ୍‌ଡିଏ ତରଫରୁ ଜେଡିୟୁର ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପାଧ୍ୟକ୍ଷ ପଦ ପାଇଁ ହରିବଂଶ-ହରିପ୍ରସାଦ ମଧ୍ୟରେ  ଟକ୍କର ହେବାର ସମ୍ଭାବନା ରହିଛି। ପ୍ରାର୍ଥିପତ୍ର ଦାଖଲ ପରେ […]

hari

hari

Ordigital Desk
  • Published: Wednesday, 08 August 2018
  • Updated: 08 August 2018, 01:18 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିଜେ କଂଗ୍ରେସ ପ୍ରାର୍ଥୀ ଦେଇଛି।  ବି.କେ. ହରିପ୍ରସାଦଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି। ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବି.କେ ହରିପ୍ରସାଦ ଓଡ଼ିଶା ପିସିସିର ପୂର୍ବତନ ପ୍ରଭାରୀ ଥିଲେ।

ଏନ୍‌ଡିଏ ତରଫରୁ ଜେଡିୟୁର ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପାଧ୍ୟକ୍ଷ ପଦ ପାଇଁ ହରିବଂଶ-ହରିପ୍ରସାଦ ମଧ୍ୟରେ  ଟକ୍କର ହେବାର ସମ୍ଭାବନା ରହିଛି।

ପ୍ରାର୍ଥିପତ୍ର ଦାଖଲ ପରେ ବି.କେ ହରିପ୍ରସାଦ କହିଛନ୍ତି,“ସମର୍ଥନ ପାଇଁ ଆମ ଦଳର ନେତାମାନେ ବିଜେଡି ସହ ଆଲୋଚନା କରୁଛନ୍ତି। ମୁଁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ନାମାଙ୍କନ କରିଛି।” ସେ ଜିତିବେ ବୋଲି ଦୃଢ଼ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story