ରାମ ଜେଠମଲାନୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ନେଇ ଉତ୍ତେଜନା

ପାଟନା: ବିଜେପି ନେତା ରାମ ଜେଠମଲାନୀ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସମାଲୋଚନା କରିଛନ୍ତି। ପାଟନାରେ ୱାନ ରଙ୍କ୍ ୱାନ୍ ପେନସନକୁ ନେଇ ହୋଇଥିବା କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି, ବିହାରରେ ମୁଁ ଭୋଟ ଦେଇଥିଲେ ନୀତିଶଙ୍କୁ ହିଁ ଦେଇଥାନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ବିହାର ନିର୍ବାଚନରେ ପରାଜୟ ହୋଇ ସେ ଦଣ୍ଡ ପାଇବା ଉଚିତ। ଜେଠମଲାନୀ ପୂର୍ବରୁ ଆରକ୍ଷଣ ମାମଲାରେ  ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ସେ କହିଥିଲେ, […]

jetha

jetha

Rakesh Mallick
  • Published: Sunday, 04 October 2015
  • Updated: 04 October 2015, 02:35 PM IST

Sports

Latest News

ପାଟନା: ବିଜେପି ନେତା ରାମ ଜେଠମଲାନୀ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସମାଲୋଚନା କରିଛନ୍ତି। ପାଟନାରେ ୱାନ ରଙ୍କ୍ ୱାନ୍ ପେନସନକୁ ନେଇ ହୋଇଥିବା କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି, ବିହାରରେ ମୁଁ ଭୋଟ ଦେଇଥିଲେ ନୀତିଶଙ୍କୁ ହିଁ ଦେଇଥାନ୍ତି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ବିହାର ନିର୍ବାଚନରେ ପରାଜୟ ହୋଇ ସେ ଦଣ୍ଡ ପାଇବା ଉଚିତ। ଜେଠମଲାନୀ ପୂର୍ବରୁ ଆରକ୍ଷଣ ମାମଲାରେ  ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ। ସେ କହିଥିଲେ, ମୋଦି ବିହାରର ଳୋକଙ୍କୁ ଧକ୍କା ଦେବାରେ ଲାଗିଛନ୍ତି। ଜେଠମଲାନୀଙ୍କ ଏହି ମନ୍ତବ୍ୟ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ରାଜନୀତି  ନ କରି ଓଆରଓପି ବିଷୟରେ ଆଲୋଚନା କରିବାକୁ ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ୍ ଅନୀଲ ସିହ୍ନା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story