ଅଯୋଧ୍ୟା ବିବାଦ: ସମ୍ପୂର୍ଣ୍ଣ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆଉ ୩ ମାସ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ, ସୁପ୍ରିମକୋର୍ଟ ଆଜି ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ଆଉ କିଛିଦିନ ସମୟ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଏହି ବିବାଦୀୟ ମାମଲାର ସମସ୍ତ ରିପୋର୍ଟ ଦାଖଲ କରିବାକୁ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍‌ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ […]

supreme

supreme

Subhransu Sekhar
  • Published: Friday, 10 May 2019
  • Updated: 10 May 2019, 02:47 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ, ସୁପ୍ରିମକୋର୍ଟ ଆଜି ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ଆଉ କିଛିଦିନ ସମୟ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଏହି ବିବାଦୀୟ ମାମଲାର ସମସ୍ତ ରିପୋର୍ଟ ଦାଖଲ କରିବାକୁ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍‌ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଅବଦୁଲ ନଜିର ଅଛନ୍ତି।

ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାନୁଯାୟୀ, ‘ମଧ୍ୟସ୍ଥି ପ୍ୟାନେଲ୍’ ଆଜି ଏହାର ‘ଷ୍ଟାଟସ୍ ରିପୋର୍ଟ’ ଖଣ୍ଡପୀଠଙ୍କ ପାଖରେ ଦାଖଲ କରିଥିଲେ। ହେଲେ ଦାଖଲ କରିବା ପରେ, ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ଆଉ କିଛି ସମୟ ମାଗିଥିଲେ। ପ୍ୟାନେଲ ଯୁକ୍ତି ବାଢ଼ିଥିଲେ ଯେ, କାଳେ ଇତିମଧ୍ୟରେ ‘ଆପୋଷ ବୁଝାବଣା’ ଭିତ୍ତିରେ କାଳେ ସମସ୍ୟାର କିଛି ସମାଧାନ ମିଳିପାରିବ ସେଥିପାଇଁ ସମୟ ଦିଆଯାଉ। ଏହାପରେ ଖଣ୍ଡପୀଠ, ରିପୋର୍ଟ ଦାଖଲର ସମୟକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ।

ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଚିସ୍ ଗୋଗୋଇ କହିଥିଲେ ଯେ, ମାମଲାର ସମାଧାନର ପ୍ରକ୍ରିୟା କେତେଦୂର ଗଲା ବୋଲି ଖଣ୍ଡପୀଠ କେବେ ମଧ୍ୟ ପ୍ୟାନେଲ୍‌କୁ ପଚାରିବେ ନାହିଁ। କାରଣ ଏହା ମାମଲାର ଗୋପନୀୟତାକୁ ନଷ୍ଟ କରିବ।

ମଧ୍ୟସ୍ଥି ପ୍ୟାନେଲ କ’ଣ?

ବର୍ଷ ବର୍ଷର ପୁରୁଣା ରାମ ଜନ୍ମଭୂମି- ବାବ୍ରି ମସଜିଦ ଜମି ବିବାଦ ମାମଲାର ଆପୋସ ସମାଧାନ ପାଇଁ, ଗତ ମାର୍ଚ୍ଚ ୮ ତାରିଖରେ ସୁପ୍ରିମକୋର୍ଟ ଏକ ତିନି ଜଣିଆ ‘ମଧ୍ୟସ୍ଥି ପ୍ୟାନେଲ’ ଗଠନ କରିଥିଲେ। ଏଥିରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ ଇବ୍ରାହିମ୍‌ କାଲିଫୁଲ୍ଲା, ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପାଞ୍ଚୁ ସଭ୍ୟ ରହିଛନ୍ତି। ମାମଲା ସହ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ, ସୁପ୍ରିମକୋର୍ଟ ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ୮ ସପ୍ତାହ ସମୟ ଦେଇଥିଲେ। ଗତ ୬ ତାରିଖରେ ପ୍ୟାନେଲ ଏକ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିଥିଲା। ଏହାପରେ ଆଜି ଆଉଥରେ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story