ରାମ ରହିମଙ୍କ ବିରୋଧରେ ଦୁଇଟି ହତ୍ୟା ମାମଲା, ଆଜି ଶୁଣାଣି

ଚଣ୍ଡିଗଡ଼: ଦୁଇ ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଏବେ ଜେଲରେ ସଜ୍ଜା କାଟୁଥିବା ଡେରା ମୁଖ୍ୟ ରାମ ରହିମଙ୍କ ବିରୋଧରେ ଥିବା ଦୁଇଟି ହତ୍ୟା ମାମଲା ମଧ୍ୟ ରହିଛି। ଆଜି କୋର୍ଟରେ ଏହାର ଶୁଣାଣି ହେବ। ହରିଆଣାର ପଞ୍ଚକୁଲାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଏଥିପାଇଁ ପଞ୍ଚକୁଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋର୍ଟ ପରିସରରେ ଯଥେଷ୍ଟ ସଂଖ୍ୟାରେ ଅର୍ଦ୍ଧ ସାମରିକବଳର ଯବାନ ଓ ପୋଲିସ କର୍ମୀଚାରୀଙ୍କ ନିୟୋଜିତ କରାଯାଇଥିବା ହରିୟାଣା ଡିଜି […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 08:19 AM IST

ଚଣ୍ଡିଗଡ଼: ଦୁଇ ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଏବେ ଜେଲରେ ସଜ୍ଜା କାଟୁଥିବା ଡେରା ମୁଖ୍ୟ ରାମ ରହିମଙ୍କ ବିରୋଧରେ ଥିବା ଦୁଇଟି ହତ୍ୟା ମାମଲା ମଧ୍ୟ ରହିଛି। ଆଜି କୋର୍ଟରେ ଏହାର ଶୁଣାଣି ହେବ। ହରିଆଣାର ପଞ୍ଚକୁଲାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଏଥିପାଇଁ ପଞ୍ଚକୁଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋର୍ଟ ପରିସରରେ ଯଥେଷ୍ଟ ସଂଖ୍ୟାରେ ଅର୍ଦ୍ଧ ସାମରିକବଳର ଯବାନ ଓ ପୋଲିସ କର୍ମୀଚାରୀଙ୍କ ନିୟୋଜିତ କରାଯାଇଥିବା ହରିୟାଣା ଡିଜି କହିଛନ୍ତି। କୋର୍ଟ ଆଜି ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଓ ପୂର୍ବତନ ଡେରା ପରିଚାଳକ ରଞ୍ଜିତ ସିଂଙ୍କ ହତ୍ୟା ମାମଲାର ଶୁଣାଣି କରିବେ।

ଏଥର ମାମଲାର ଶୁଣାଣି ପୂର୍ବରୁ ପଞ୍ଚକୁଲାରେ କୌଣସି ଡେରା ସମର୍ଥକ ଏକତ୍ରିତ ହୋଇଥିବା ସୂଚନା ନାହିଁ ବୋଲି ହରିଆଣା ପୋଲିସ କହିଛି। ତେବେ ମାମଲାର ଅଭିଯୁକ୍ତ ରାମ୍ ରହିମ୍ ଏବେ ରୋହତକ୍ ଜେଲରେ ବନ୍ଦୀ ଥିବାରୁ ଆଜି ଶୁଣାଣି ବେଳେ ସେ କୋର୍ଟରେ ଉପସ୍ଥିତ ହେବେ ନାହିଁ  ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ।

ସାମ୍ବାଦିକ ଛତ୍ରପତି ଓ ପୂର୍ବତନ ଡେରା ପରିଚାଳକ ରଞ୍ଜିତଙ୍କୁ ଗତ ୨୦୦୨ ମସିହାରେ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story