ବାପା ରାମରହିମଙ୍କ ପାଇଁ କରୱାଚୌଥ ରଖିଲେନି ହନୀପ୍ରିତ

ଚଣ୍ଡିଗଡ଼: ରାମରହିମ ଜେଲ ଯିବା ପରେ ଡେରା ସଚ୍ଚା ସୌଦାରେ ଯେମିତି ନିରବତା ଖେଳିଯାଇଛି। ତାଙ୍କ ଚେଲାଙ୍କ ମଧ୍ୟରେ ଆଉ ଆଗ ଭଳି ଉତ୍ସହ ନାହିଁ। ଏଥିପାଇଁ ବୋଧ ହୁଏ ଗତକାଲି କରୱାଚୌଥରେ ଡେରାରେ କାହାକୁ ଦେଖିବାକୁ ମିଳି ନଥିଲା। ଏମିତିକି ବାପାଙ୍କ ପାଇଁ ପ୍ରତିବର୍ଷ କରୱାଚୌଥ ରଖୁଥିବା ହନୀପ୍ରିତ ଏଥର ବ୍ରତ ରଖି ନାହାଁନ୍ତି କି ତାଙ୍କ ଦୀର୍ଘ ଜୀବନ କାମନା କରିନାହାଁନ୍ତି। ଖାଇଲେ ୬ଟି ଚପାତି ଜେଲ୍‌ରେ ଏବେ ହନୀପ୍ରିତଙ୍କୁ ପଚରାଉଚରା ଚାଲିଛି। ତାଙ୍କୁ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 09:13 AM IST

Sports

Latest News

ଚଣ୍ଡିଗଡ଼: ରାମରହିମ ଜେଲ ଯିବା ପରେ ଡେରା ସଚ୍ଚା ସୌଦାରେ ଯେମିତି ନିରବତା ଖେଳିଯାଇଛି। ତାଙ୍କ ଚେଲାଙ୍କ ମଧ୍ୟରେ ଆଉ ଆଗ ଭଳି ଉତ୍ସହ ନାହିଁ। ଏଥିପାଇଁ ବୋଧ ହୁଏ ଗତକାଲି କରୱାଚୌଥରେ ଡେରାରେ କାହାକୁ ଦେଖିବାକୁ ମିଳି ନଥିଲା। ଏମିତିକି ବାପାଙ୍କ ପାଇଁ ପ୍ରତିବର୍ଷ କରୱାଚୌଥ ରଖୁଥିବା ହନୀପ୍ରିତ ଏଥର ବ୍ରତ ରଖି ନାହାଁନ୍ତି କି ତାଙ୍କ ଦୀର୍ଘ ଜୀବନ କାମନା କରିନାହାଁନ୍ତି।

ଖାଇଲେ ୬ଟି ଚପାତି

ଜେଲ୍‌ରେ ଏବେ ହନୀପ୍ରିତଙ୍କୁ ପଚରାଉଚରା ଚାଲିଛି। ତାଙ୍କୁ ପଚରାଉଚରା କରୁଥିବା ଜଣେ ପୋଲିସ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ରବିବାର ହନୀପ୍ରିତ କରୱାଚୌଥ କରି ନଥିଲେ। ରବିବାର ହନୀପ୍ରିତ ଆବଶ୍ୟକଠାରୁ ଅଧିକ ଖାଇଥିଲେ। ପ୍ରତିଦିନ ୨ରୁ ୩ଟି ଚପାତି ଖାଉଥିବା ହନୀପ୍ରିତ ରବିବାରକୁ ୬ଟି ଖାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos