ଜେଲ୍‌ରେ ଭିଆଇପି ସୁବିଧା ପାଉଛନ୍ତି ରାମ ରହିମ, ପିଉଛନ୍ତି ମିନେରାଲ ୱାଟର!

ଚଣ୍ଡିଗଡ଼: ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ ରହିମ୍ ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲ୍‌ରେ  ଅଛନ୍ତି। ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ହଜାର ହଜାର ସମର୍ଥକ ଗତକାଲି ପଞ୍ଜାବ ଓ ହରିଆଣା ସମେତ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ପୋଡ଼ାଜଳା କରିଛନ୍ତି। ଏହି ହିଂସାରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ୨୮ ତାରିଖ ଦିନ କୋର୍ଟ […]

baba

baba

Rakesh Mallick
  • Published: Saturday, 26 August 2017
  • Updated: 26 August 2017, 12:59 PM IST

Sports

Latest News

ଚଣ୍ଡିଗଡ଼: ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ ରହିମ୍ ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲ୍‌ରେ  ଅଛନ୍ତି। ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ହଜାର ହଜାର ସମର୍ଥକ ଗତକାଲି ପଞ୍ଜାବ ଓ ହରିଆଣା ସମେତ ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ପୋଡ଼ାଜଳା କରିଛନ୍ତି। ଏହି ହିଂସାରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ୨୮ ତାରିଖ ଦିନ କୋର୍ଟ ତାଙ୍କର ଦଣ୍ଡବିଧାନ କରିବେ।
ରାମ ରହିମ୍‌ଙ୍କୁ ପଞ୍ଚକୁଲାରୁ ସିଧା ହେଲିକପ୍ଟରରେ ଯୋଗେ ରୋହତକ ଜେଲ୍‌କୁ  ନିଆଯାଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ରାମ ରହିମ୍‌ଙ୍କୁ ଜେଲ୍‌ରେ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ଜେଲ୍‌ରେ ତାଙ୍କୁ ମିନେରାଲ୍ ୱାଟର୍ ଦିଆଯାଉଛି। ତାଙ୍କ ପାଇଁ ଜଣେ ସହାୟକଙ୍କୁ ନିୟୋଜିତ କରାଯାଇଛି। ଏହାବ୍ୟତୀତ ତାଙ୍କୁ ଜେଲ୍ ପୋଷାକ ନ ଦିଆଯାଇ ନିଜ ପୋଷାକ ପିନ୍ଧିବାର ସୁବିଧା ଦିଆଯାଇଛି।
ରୋହତକର ଡେପୁଟି କମିଶନର ଅତୁଲ କୁମାର କହିଛନ୍ତି,“ରାମ ରହିମଙ୍କୁ ରୋହତକର ସୁନରିଆର ଏକ ଜେଲ୍‌ରେ ରଖାଯାଇଛି। ଜେଲ୍ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।”

ତେବେ ଏଭଳି ଖବର ପ୍ରଚାର ହେବା ପରେ ହରିଆଣା ଡିଜିପି ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ରାମ ରହିମଙ୍କ କୌଣସି ପ୍ରକାର ବିଶେଷ ସୁବିଧା ଯୋଗାଇ ଦିଆଯାଇ ନାହିଁ। ତାଙ୍କୁ ଜେଲ୍‌ରେ ସାଧାରଣ କଏଦୀଙ୍କ ଭଳି ରଖାଯାଇଛି।
ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ହରିୟାଣା, ଦିଲ୍ଲୀ, ପଞ୍ଚାବ ଓ ଉତ୍ତର ପ୍ରଦେଶରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବାବାଙ୍କ ସମର୍ଥକମାନେ ଗଣମାଧ୍ୟମ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଫଳରେ ଅନେକ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି।
ହରିୟାଣାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପାଇଁ କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ ମନହୋର ଲାଲ୍ ଖଟ୍ଟରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହରିୟାଣା ସରକାର ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି କେନ୍ଦ୍ର ସରକାର ମନେ କରୁଛନ୍ତି। ରାଜ୍ୟ ସରକାର ସୁରକ୍ଷାବଳଙ୍କୁ ଠିକ୍ ଭାବେ ନିୟନ୍ତ୍ରଣ କରି ପାରି ନାହାଁନ୍ତି ବୋଲି ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story