ଜେଏନୟୁ ଛାତ୍ରଙ୍କୁ ଆମନ୍ତ୍ରଣ କରାଯିବାକୁ ବିରୋଧ: ରାମଜସ କଲେଜରେ ମାଡ଼ପିଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ କଲେଜରେ ଚାଲିଥିବା କାର୍ଯ୍ୟକ୍ରମରେ ଅତିଥି ଆମନ୍ତ୍ରଣକୁ ନେଇ ଆଜି ଏବିଭିପି ଓ ଆଇସା ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାଡ଼ପିଟ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ସୁରକ୍ଷା ଦୃଷ୍ଟିରୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ କଲେଜର ଲିଟରେରୀ ସୋସାଇଟ ପକ୍ଷରୁ ‘କଲଚର ଅଫ ପ୍ରୋଟେଷ୍ଟ’ ନାକରେ ଏକ ସେମିନାରର ଆୟୋଜନ କରାଯାଇଥିଲା। ଏହି ସେମିନାର ଏକ କାର୍ଯ୍ୟକ୍ରମରେ ଜେଏନ୍‌ୟୁ ଛାତ୍ର ଅମର ଖାଲିଦ ଏବଂ […]

ramjas

ramjas

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 05:05 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ କଲେଜରେ ଚାଲିଥିବା କାର୍ଯ୍ୟକ୍ରମରେ ଅତିଥି ଆମନ୍ତ୍ରଣକୁ ନେଇ ଆଜି ଏବିଭିପି ଓ ଆଇସା ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ମାଡ଼ପିଟ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ସୁରକ୍ଷା ଦୃଷ୍ଟିରୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ କଲେଜର ଲିଟରେରୀ ସୋସାଇଟ ପକ୍ଷରୁ ‘କଲଚର ଅଫ ପ୍ରୋଟେଷ୍ଟ’ ନାକରେ ଏକ ସେମିନାରର ଆୟୋଜନ କରାଯାଇଥିଲା। ଏହି ସେମିନାର ଏକ କାର୍ଯ୍ୟକ୍ରମରେ ଜେଏନ୍‌ୟୁ ଛାତ୍ର ଅମର ଖାଲିଦ ଏବଂ ଶେହଲା ରାଶିଦଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହା ଜାଣିବା ପରେ ଏବିଭିପି ଓ ଛାତ୍ର ସଂଘ ଉମର ଖାଲିଦଙ୍କୁ ଆମନ୍ତ୍ରଣ କରାଯିବାକୁ ବିରୋଧ କରି ହୋହାଲ୍ଲା କରିଥିଲେ। ଶେଷରେ କଲେଜ ପକ୍ଷରୁ ଉମରଙ୍କ ଆମନ୍ତ୍ରଣକୁ ରଦ୍ଦ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story