ଶାନ୍ତଶିଷ୍ଟ କୋବିନ୍ଦ: ଭୋର୍ ୫ରେ ଉଠନ୍ତି, ରାତି ୧୦ରେ ଶୁଅନ୍ତି, ଖାଦ୍ୟ ନିରାମିଷ

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ହଠାତ୍ ଚର୍ଚ୍ଚାକୁ ଆସି ଯାଇଛନ୍ତି ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ। ଜଣେ ଦଳିତ ନେତା ଭାବେ ସେ ସାରା ଦେଶରେ ଜଣାଶୁଣା ସତ, ହେଲେ ତାଙ୍କୁ ଏତେଟା କେହି ଜାଣିନଥିଲେ। ଏହାର ମୁଖ୍ୟ କାରଣର ହୋଇପାରେ, ଆଜୀବନ ସେ କୌଣସି ପ୍ରକାର ରାଜନୈତିକ ବିବାଦଠାରୁ ଦୂରେଇ ରହିଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ତାଙ୍କ ନାଁ ହଠାତ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ, ଏବେ ସବୁ ମହଲରେ ତାଙ୍କ ବ୍ୟକ୍ତିଗତ […]

ramnath

ramnath

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 02:58 PM IST

Sports

Latest News

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ହଠାତ୍ ଚର୍ଚ୍ଚାକୁ ଆସି ଯାଇଛନ୍ତି ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ। ଜଣେ ଦଳିତ ନେତା ଭାବେ ସେ ସାରା ଦେଶରେ ଜଣାଶୁଣା ସତ, ହେଲେ ତାଙ୍କୁ ଏତେଟା କେହି ଜାଣିନଥିଲେ। ଏହାର ମୁଖ୍ୟ କାରଣର ହୋଇପାରେ, ଆଜୀବନ ସେ କୌଣସି ପ୍ରକାର ରାଜନୈତିକ ବିବାଦଠାରୁ ଦୂରେଇ ରହିଛନ୍ତି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ତାଙ୍କ ନାଁ ହଠାତ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ, ଏବେ ସବୁ ମହଲରେ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ରାମନାଥଙ୍କ ଦୈନନ୍ଦିନ ଜୀବନ ସଂପର୍କରେ କିଛି।

୧. କୋବିନ୍ଦ ଭୋର ୫ଟାରେ ଉଠନ୍ତି। ଘଣ୍ଟାଏ ପ୍ରାତଃ ଭମ୍ରଣ କରି ଶୁଭାରମ୍ଭ କରନ୍ତି ଦିନଚର୍ଯ୍ୟା।

୨. ଏହାପରେ ସେ ଘଣ୍ଟାଏ ଧରି ଯୋଗ କରନ୍ତି। ଏହାପରେ ସେ ତାଙ୍କୁ ଦେଖା କରିବାକୁ ଆସିଥିବା ଲୋକଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରନ୍ତି।

୩. ସମସ୍ତ ନିତ୍ୟକର୍ମ ସାରି ସେ ଠିକ୍ ସକାଳ ୧୦ଟାରେ ରାଜଭବନରେ ପହଞ୍ଚନ୍ତି। ସେଠାରେ ପ୍ରଥମେ ତାଙ୍କୁ ଅପେକ୍ଷା କରିଥିବା ଲୋକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି। ଯେଉଁମାନେ ତାଙ୍କୁ ଦେଖା କରିବାକୁ ଆସନ୍ତି, ରାମନାଥ ସେମାନଙ୍କୁ ପ୍ରାଥମିକତା ଦିଅନ୍ତି।

୪. ରାମନାଥ କୋବିନ୍ଦ ଦୈନନ୍ଦିନ ଜୀବନରେ ଜଣେ ନିରାମିଷ ବ୍ୟକ୍ତି। ତେଣୁ ତାଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ନିରାମିଷ ଖାଦ୍ୟ ହିଁ ପ୍ରସ୍ତୁତ ହୋଇଥାଏ। ତେବେ ସେ ସବୁ ଖାଦ୍ୟ ଅତ୍ୟନ୍ତ ନିରାଡମ୍ବର ଓ ମସଲାହୀନ। ଗରିଷ୍ଠ ଖାଦ୍ୟ ତାଙ୍କର ପସନ୍ଦ ନୁହେଁ।

୫. କୋବିନ୍ଦ ବିନା ଚିନିରେ ଚା’ ପିଅନ୍ତି। ବେଳେବେଳେ ଗ୍ରୀନ୍‌-ଟି ମଧ୍ୟ ପିଅନ୍ତି।

୬. କୋବିନ୍ଦ ଛାଞ୍ଚ ଲାଗିଥିବା ନଡ଼ିଆ ଖାଇବାକୁ ଓ ସେହିପରି ନିଡ଼ିଆର ପାଣି ପିଇବାକୁ ଭଲ ପାଆନ୍ତି।

୭. ସାରା ଦିନ ସେ ଛୋଟମୋଟ କାମରେ ନିଜକୁ ନିୟୋଜିତ ରଖିବାକୁ ଭଲ ପାଆନ୍ତି। କୌଣସି ରାଜନୈତିକ ସଂକଟ ନଥିଲେ, ସେ ସାମାଜିକ କର୍ମ ସମ୍ପାଦନ କରନ୍ତି, ଲୋକଙ୍କ ସହ ମିଶନ୍ତି ଓ ପଢ଼ାପଢ଼ିରେ ସମୟ ଦିଅନ୍ତି। ରାତି ଠିକ୍ ୧୦ଟାରେ ଶୋଇବାକୁ ଯାଆନ୍ତି।

୮. କୋବିନ୍ଦଙ୍କ ଟେବୁଲ ଉପରେ ବହୁ ପରିମାଣର ମହାପୁରୁଷଙ୍କ ଜୀବନ କାହାଣୀ ସଂପର୍କିତ ବହି ରହିଥାଏ।

ସୌଜନ୍ୟ଼-ଅମରଓଜଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story