ରାହୁଲ ଗାନ୍ଧିଙ୍କୁ କୋର୍ଟ ସମନ୍‌

ରାଞ୍ଚି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୋଟିଏ ପଟେ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ତାଙ୍କୁ କୋର୍ଟର ଝଟ୍‌କା ମିଳିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଓ ବିବାଦୀୟ ବୟାନ ଦେଇଥିବାରୁ ରାଞ୍ଚି କୋର୍ଟ ଆଜି ରାହୁଲଙ୍କୁ ସମନ କରିଛନ୍ତି। ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ଅଜୟ କୁମାର ଗୁଡ଼ିଆ ନଭେମ୍ବର ୨୮ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ। ହେଲେ ଆଜି ସେ ରାହୁଲଙ୍କୁ ସମନ […]

t

t

Hemant Lenka
  • Published: Thursday, 13 December 2018
  • Updated: 13 December 2018, 06:32 PM IST

Sports

Latest News

ରାଞ୍ଚି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୋଟିଏ ପଟେ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ତାଙ୍କୁ କୋର୍ଟର ଝଟ୍‌କା ମିଳିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଓ ବିବାଦୀୟ ବୟାନ ଦେଇଥିବାରୁ ରାଞ୍ଚି କୋର୍ଟ ଆଜି ରାହୁଲଙ୍କୁ ସମନ କରିଛନ୍ତି। ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ଅଜୟ କୁମାର ଗୁଡ଼ିଆ ନଭେମ୍ବର ୨୮ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ। ହେଲେ ଆଜି ସେ ରାହୁଲଙ୍କୁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ମାର୍ଚ୍ଚ ୧୮ରେ ଅନୁଷ୍ଠିତ କଂଗ୍ରେସର ନ୍ୟାଶନାଲ୍‌ କନକ୍ଲେଭ ବେଳେ ରାହୁଲ ଗାନ୍ଧି ନିଜର ଭାଷଣରେ ଶ୍ରୀ ଶାହଙ୍କୁ ନାନା ଆକ୍ଷେପ କରିଥିଲେ। ଏହା ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ଝାରଖଣ୍ଡ ନେତା ନବୀନ ଝା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ ସମନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story