ଅଳିଆବୁହା ଗାଡ଼ିରେ ଜେଲ୍‌ରୁ ଛୁ ମାରିଲା ଦୁଷ୍କର୍ମ ଅଭିଯୁକ୍ତ

ନୂଆଦିଲ୍ଲୀ: ଦୁର୍ଷ୍କମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ବ୍ୟକ୍ତି ଅଳିଆବୁହା ଗାଡ଼ିରେ ଜେଲ୍‌ରୁ ଚମ୍ପଟ ମାରିଛି। ଘଟଣାଟି ଘଟିଛି ହରିୟାନାର ଗୁରୁଗ୍ରାମ ଜିଲ୍ଲା ଜେଲ୍‌ରେ। ଫେରାର୍ ଅଭିଯୁକ୍ତର ନାଁ ଅମିତ ଓରଫ୍ ଦୀପୁ। ୬ ଦିନ ତଳେ ତାକୁ ଗିରଫ କରାଯାଇଥିଲା। ତା’ ଘର ଭୋଣ୍ଡସି ଗାଁରେ। ତାକୁ ଗୁରୁଗ୍ରାମ ଜିଲ୍ଲା ଜେଲ୍‌ରେ ରଖା ଯାଇଥିବା ବେଳେ ସେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛି। ଏହା ସହିତ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ […]

jail

jail

Jitendra Garnayak
  • Published: Sunday, 23 September 2018
  • Updated: 23 September 2018, 07:56 AM IST

Sports

Latest News

ନୂଆଦିଲ୍ଲୀ: ଦୁର୍ଷ୍କମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ବ୍ୟକ୍ତି ଅଳିଆବୁହା ଗାଡ଼ିରେ ଜେଲ୍‌ରୁ ଚମ୍ପଟ ମାରିଛି। ଘଟଣାଟି ଘଟିଛି ହରିୟାନାର ଗୁରୁଗ୍ରାମ ଜିଲ୍ଲା ଜେଲ୍‌ରେ।

ଫେରାର୍ ଅଭିଯୁକ୍ତର ନାଁ ଅମିତ ଓରଫ୍ ଦୀପୁ। ୬ ଦିନ ତଳେ ତାକୁ ଗିରଫ କରାଯାଇଥିଲା। ତା’ ଘର ଭୋଣ୍ଡସି ଗାଁରେ।
ତାକୁ ଗୁରୁଗ୍ରାମ ଜିଲ୍ଲା ଜେଲ୍‌ରେ ରଖା ଯାଇଥିବା ବେଳେ ସେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛି। ଏହା ସହିତ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକାଲି ସନ୍ଧ୍ୟାରେ କଏଦୀଙ୍କ ଗଣତି ବେଳେ ସେ ଖସି ପଳାଇଥିବା ଜଣାପଡ଼ିଥିଲା। ତା’ପରେ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଲା ଯେ ସେ ଅପରାହ୍ନ ପ୍ରାୟ ୧ଟା ୧୫ ବେଳେ ଜେଲ୍‌ର ଅଳିଆବୁହା ଗାଡ଼ିରେ ଖସି ପଳାଇଛି।

ଏହି ଘଟଣା ପାଇଁ ଜେଲ୍‌ର ଚାରି ଜଣ କର୍ମଚାରୀଙ୍କୁ ଦାୟୀ କରାଯାଇଛି। ଦୀପକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story