ମା’ ହେଲା ଦୁଷ୍କର୍ମ ପୀଡ଼ିତା ୧୦ ବର୍ଷର ଝିଅ: ଦାଗ ଲଗେଇ ଦେଲା ଦାଦା, ପର କରିଦେଲା ପରିବାର

ନୂଆଦିଲ୍ଲୀ:କଂଅଳ ବୟସରେ କଳଙ୍କର ବୋଝ। ଜଣେ ନୀରିହ ନିଷ୍ପାପ ଶିଶୁ ପ୍ରତି ନିୟତିର ବିଚାର କେତେ ନିଷ୍ଠୁର ହୋଇପାରେ ତାହା କଳନା କରାଯାଇ ପାରେନା। ପ୍ରଥମେ ଦାଦା ବଳାତ୍କାର କଲା ଆଉ ପରେ ପରିବାର କରିଦେଲା ପର। ଏମିତି ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। କୌଣସି ସିନେମାର କୋହଭରା କାହାଣୀଠାରୁ କମ୍ ନୁହଁ ଏହି ଘଟଣା॥ ଦୁଷ୍କର୍ମର ଶିକାର ପରେ ଜଣେ ୧୦ ବର୍ଷର ବାଳିକା ମା’ ହୋଇଛନ୍ତି। ଚଣ୍ଡିଗଡ଼ ସରକାରୀ ଡାକ୍ତରଖାନାର ବାଳିକା ଜଣକ […]

rape

rape

Rakesh Mallick
  • Published: Thursday, 17 August 2017
  • Updated: 17 August 2017, 10:25 PM IST

Sports

Latest News

ନୂଆଦିଲ୍ଲୀ:କଂଅଳ ବୟସରେ କଳଙ୍କର ବୋଝ। ଜଣେ ନୀରିହ ନିଷ୍ପାପ ଶିଶୁ ପ୍ରତି ନିୟତିର ବିଚାର କେତେ ନିଷ୍ଠୁର ହୋଇପାରେ ତାହା କଳନା କରାଯାଇ ପାରେନା। ପ୍ରଥମେ ଦାଦା ବଳାତ୍କାର କଲା ଆଉ ପରେ ପରିବାର କରିଦେଲା ପର। ଏମିତି ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। କୌଣସି ସିନେମାର କୋହଭରା କାହାଣୀଠାରୁ କମ୍ ନୁହଁ ଏହି ଘଟଣା॥ ଦୁଷ୍କର୍ମର ଶିକାର ପରେ ଜଣେ ୧୦ ବର୍ଷର ବାଳିକା ମା’ ହୋଇଛନ୍ତି। ଚଣ୍ଡିଗଡ଼ ସରକାରୀ ଡାକ୍ତରଖାନାର ବାଳିକା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟେ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ପ୍ରକୃତ ସମୟ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିବାରୁ ତାର ଓଜନ ୨.୫ କେଜିରୁ କମ ରହିଛି। ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଉଭେୟ ସୁସ୍ଥ ଅଛନ୍ତି। ସିଜରିଆନ କରାଯାଇ ପିଲାଟିକୁ ଜନ୍ମ କରାଯାଥିବା ଡାକ୍ତର କହିଛନ୍ତି। ସେପଟେ ବାଳିକା ଜଣକ ମା’ ହୋଇଥିଲେ ମଧ୍ୟ ନିଜେ ଜାଣିନାହାନ୍ତି। କାଳେ ସମ୍ପୃକ୍ତ ବାଳିକାର ମାନସିକ ସ୍ଥିତି ବିଗିଡ଼ିଯିବ ସେହି ଆଶଙ୍କାରେ ମେଡିକାଲ କର୍ତ୍ତୃପକ୍ଷ କଥାଟିକୁ ଲୁଚାଇଛନ୍ତି।

ଘଟଣାଟି ଏମିତି। ସମ୍ପୃକ୍ତ ବାଳିକା ଜଣକ ନିଜ ସମ୍ପର୍କୀୟ ଦାଦାଙ୍କ ଦ୍ୱାରା ବାରମ୍ବାର ବଳାତ୍କାରରେ ଶିକାର ହୋଇଥିବା ଅଭିଯୋଗ କରିଥିଲେ। ବିଗତ ୭ ମାସ ଧରି ସମ୍ପୃକ୍ତ ଦାଦା ଜଣକ ଏମିତି ଜଘନ୍ୟକାଣ୍ଡ କରିଥିଲେ। ତେବେ ଗତ ଜୁଲାଇ ମାସରେ ବାଳିକା ଜଣକ ନିଜ ପାକସ୍ଥଳୀରେ ଜନ୍ତ୍ରଣା ଅନୁଭବ କରିବା କହିବା ପରେ ତାକୁ ସ୍ଥାନୀୟ ଚଣ୍ଡିଗଡ଼ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଯାଞ୍ଚ ପରୀକ୍ଷା ପରେ ବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ପରିବାର ପକ୍ଷରୁ ସମ୍ପୃକ୍ତ ବାଳିକାର ଗର୍ଭପାତ ପାଇଁ ଚଣ୍ଡିଗଡ଼ର ଏକ ତଳକୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟ ସବିଶେଷ ଷ୍ଟାଟସ ରିପୋର୍ଟ ଦେବାକୁ ଉକ୍ତ ମେଡିକାଲକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେଡିକାଲ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା । ଏ ସମୟରେ ଗର୍ଭପାତ କଲେ ସମ୍ପୃକ୍ତ ବାଳିକା ଜୀବନ ପ୍ରତି ବିପଦ ଥିବା କୁହାଯାଇଥିଲା। କୋର୍ଟ ଏହି ମାମଲାର ଶୁଣାଣି କରି ଗର୍ଭପାତ ପାଇଁ ଅନୁମତିକୁ ଖାରଜ କରିଦେଇଥିଲେ।

ପରେ ମାମଲା ସୁପ୍ରମିକୋର୍ଟ ଯାଇଥିଲା। ଯେହେତୁ ପୀଡ଼ିତା ଜୀବନ ପ୍ରତି ବିପଦ ରହିଛି ତେଣୁ ସୁପ୍ରିମକୋର୍ଟ ତଳ କୋର୍ଟର ରାୟକୁ ବଳବତ୍ତର ରଖିଥିଲେ। ଅର୍ଥାତ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି ଦିଆଗଲା ନାହିଁ। ପରେ ମେଡିକାଲ ପକ୍ଷରୁ ସମାଧାନର ଉପାୟ ବାହାର କରାଯାଇଥିଲା।

ଯେହେତୁ ଗର୍ଭରେ ବଢୁଥିବା ପିଲାକୁ ୩୫ ସପ୍ତାହ ହୋଇ ନ ଥିଲା ତେଣୁ ପୀଡ଼ିତାଙ୍କୁ ସ୍ୱତନ୍ତ୍ର ଚେମ୍ବର ଅର୍ଥାତ ସିଜରିଆନ ସେକ୍ସନରେ(ନିଉନାଟାଲ ଇଣ୍ଟେନସିଭ କେୟାର ୟୁନିଟ) ରଖାଯାଇ ଚିକିତ୍ସା କରାଯାଉଥିଲା । ଶେଷରେ ଗତକାଲି ପୀଡ଼ିତା ଜଣକ ଜଣେ ଶୁଶୁ କନ୍ୟା ଜନ୍ମ ଦେଇଛନ୍ତି । ପ୍ରଥମଥର ପାଇଁ ଶୈଶବରେ ଏମିତି ପିଲା ଜନ୍ମ କରିବା ବିରଳ ଘଟଣା ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ସେପଟେ ଶିଶୁ ଜନ୍ମ ହେବା କଥା ନିଜେ ପୀଡ଼ିତା ମଧ୍ୟ ଜାଣି ନାହିଁ। ବାଳିକାର ମାନସିକ ଅବସ୍ଥାକୁ ଲକ୍ଷ୍ୟ କରି ଡାକ୍ତର ତାଙ୍କୁ ମିଛ କହିଥିବା ଜଣାପଡ଼ିଛି। ବାଳିକାଟିକୁ ପାକସ୍ଥଳୀରେ ଥିବା ଷ୍ଟୋନକୁ ବାହାର କରିଦିଆ ଯାଇଥିବା କୁହାଯାଇଛି । ହେଲେ ଆଶ୍ଚଅର୍ଯ୍ୟ ଜନକ ଭାବେ ପରିବାର ଲୋକେ ପୀଡ଼ିତା ଏବଂ ତା’ର ଶିଶୁକୁ ନେବାକୁ ମନା କରିଦେଇଛନ୍ତି। ଏହି ପରିପ୍ରକ୍ଷୀରେ ଉଭୟ ଶିଶୁ ଏବଂ ମାକୁ ଶିଶୁ କଲ୍ୟାଣ କମିଟି ନିଜ ହେପାଜତକୁ ନେବ ବୋଲି କୁହାଯାଇଛି। ଉଭୟ ମା ଏବଂ ଶିଶୁ ଏବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ସୌଜନ୍ୟ:ହିନ୍ଦୁସ୍ଥାନ ଟାଇମ୍‌ସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story