ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀକୁ ଜମ୍ମୁ ଓ କାଶ୍ମୀର ବାଚସ୍ପତିଙ୍କୁ ନିମନ୍ତ୍ରଣ କରିବନି ପାକିସ୍ତାନ

ଇସଲାମବାଦ: ଆଗାମୀ ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀକୁ ଜମ୍ମୁ-କାଶ୍ମୀରର ବିଧାନସଭା ବାଚସ୍ପତିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ ବୋଲି ପାକିସ୍ତାନ ସରକାର କହିଛନ୍ତି।  କାରଣ ଏହାଦ୍ୱାରା କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ତାର ମତ ସହିତ ବୁଝାମଣା କରିନେଇଥିବା ପ୍ରତିଫଳିତ ହେବ। ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପଦେଷ୍ଟା ଅଜୀଜ୍ କହିଛନ୍ତି, କାଶ୍ମୀର ଏକ ବିବାଦୀୟ ଅଞ୍ଚଳ। ପାକିସ୍ତାନ କାଶ୍ମୀର ବିଧାନସଭାକୁ ମାନ୍ୟତା ଦିଏ ନାହିଁ। ଏଥିପାଇଁ ଜମ୍ମୁ-କାଶ୍ମୀର ବିଧାନସଭା ବାଚସ୍ପତିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ  । ପାକିସ୍ତାନ ୩୦ ସ୍ପେପ୍ଟମ୍ୱରରୁ ୮ […]

Sartaz_aziz

Sartaz_aziz

Rakesh Mallick
  • Published: Sunday, 09 August 2015
  • Updated: 04 May 2017, 03:45 PM IST

Sports

Latest News

ଇସଲାମବାଦ: ଆଗାମୀ ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀକୁ ଜମ୍ମୁ-କାଶ୍ମୀରର ବିଧାନସଭା ବାଚସ୍ପତିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ ବୋଲି ପାକିସ୍ତାନ ସରକାର କହିଛନ୍ତି।  କାରଣ ଏହାଦ୍ୱାରା କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ତାର ମତ ସହିତ ବୁଝାମଣା କରିନେଇଥିବା ପ୍ରତିଫଳିତ ହେବ।

ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଉପଦେଷ୍ଟା ଅଜୀଜ୍ କହିଛନ୍ତି, କାଶ୍ମୀର ଏକ ବିବାଦୀୟ ଅଞ୍ଚଳ। ପାକିସ୍ତାନ କାଶ୍ମୀର ବିଧାନସଭାକୁ ମାନ୍ୟତା ଦିଏ ନାହିଁ। ଏଥିପାଇଁ ଜମ୍ମୁ-କାଶ୍ମୀର ବିଧାନସଭା ବାଚସ୍ପତିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ  ।

ପାକିସ୍ତାନ ୩୦ ସ୍ପେପ୍ଟମ୍ୱରରୁ ୮ ଅକ୍ଟୋବର ଯାଏଁ ରାଷ୍ଟ୍ରମଣ୍ଡଳ ସଂସଦୀୟ ସମ୍ମିଳନୀ ଆୟୋଜିତ କରୁଛି। ଏଥିରେ ୭୦ ପ୍ରତିଶତ ନିମନ୍ତ୍ରିତ ପ୍ରତିନିଧି ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି।

ଅନ୍ୟପଟେ ଜମ୍ମୁ-କାଶ୍ମୀରର ବିଧାନସଭା ବାଚସ୍ପତିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଭାରତ ଏହି ସମ୍ମିଳନୀକୁ ବର୍ଜନ କରିବା ପାଇଁ ଧମକ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story