ରାଷ୍ଟ୍ରପତି ହେବା ପୂର୍ବରୁ ରାଷ୍ଟ୍ରରତ୍ନ ଥିଲେ କଲାମ୍: ମୋଦି

ନୂଆଦିଲ୍ଲୀ: ରାଷ୍ଟ୍ରପତି ହେବା ପୂର୍ବରୁ ରାଷ୍ଟ୍ରରତ୍ନ ଥିଲେ କଲାମ୍। ଦିବଂଗତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ୮୪ତମ ଜନ୍ମଦିନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲାମ ଚାହୁଁଥିଲେ ତାଙ୍କୁ ଦେଶ ଜଣେ ଶିକ୍ଷକ ଭାବେ ମନେ ରଖୁ। ତାଙ୍କ ଜୀବନ ସମସ୍ତଙ୍କ ପାଇଁ ମାର୍ଗଦର୍ଶୀ  ବୋଲି ମୋଦି କହିଛନ୍ତି। ଏଥିସହ ତାଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମାରକ ନିର୍ମାଣ ପାଇଁ ସରକାର ଜମି ଅଧିଗ୍ରହଣ କରିଥିବା ସେ କହିଛନ୍ତି। କଲାମଙ୍କ ଜନ୍ମ ବାର୍ଷିକୀ ଅବସରରେ […]

apj

apj

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 02:34 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ହେବା ପୂର୍ବରୁ ରାଷ୍ଟ୍ରରତ୍ନ ଥିଲେ କଲାମ୍। ଦିବଂଗତ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ୮୪ତମ ଜନ୍ମଦିନ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲାମ ଚାହୁଁଥିଲେ ତାଙ୍କୁ ଦେଶ ଜଣେ ଶିକ୍ଷକ ଭାବେ ମନେ ରଖୁ। ତାଙ୍କ ଜୀବନ ସମସ୍ତଙ୍କ ପାଇଁ ମାର୍ଗଦର୍ଶୀ  ବୋଲି ମୋଦି କହିଛନ୍ତି। ଏଥିସହ ତାଙ୍କ ଜନ୍ମସ୍ଥାନରେ ତାଙ୍କ ସ୍ମାରକ ନିର୍ମାଣ ପାଇଁ ସରକାର ଜମି ଅଧିଗ୍ରହଣ କରିଥିବା ସେ କହିଛନ୍ତି। କଲାମଙ୍କ ଜନ୍ମ ବାର୍ଷିକୀ ଅବସରରେ ମୋଦି ନୂଆଦିଲ୍ଲୀର ଡିଆରଡିଓ ଭବନରେ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏଥିସହ ‘ଏ ସେଲିବ୍ରେସନ୍ ଅଫ୍ କଲାମ୍ସ ଲାଇଫ୍’ ନାମରେ ଏକ ଫଟୋ ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରିଛନ୍ତି ମୋଦି।

ଭାରତରତ୍ନ ଏପିଜେ ଅବଦ୍ଦୁଲ କଲାମଙ୍କର ଗତ ଜୁଲାଇ ୨୭ତାରିଖରେ ଦେହାନ୍ତ ହୋଇଥିଲା। ଏହା ପୂର୍ବରୁ କଲାମ ଚାରି ଦଶନ୍ଧି ଧରି ବୈଜ୍ଞାନିକ ଗବେଷଣାରେ ମନୋନିବେଶ କରିଥିଲେ। ମିସାଇଲ୍ ମ୍ୟାନ୍ ନାଁରେ ବି ସେ ବେଶ୍ ଜଣାଶୁଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story