ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସମବେଦନା ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ଦିଲ୍ଲୀ ଆସି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ଶୁଭ୍ରା ମୁଖାର୍ଜୀଙ୍କର ଶେଷ ଦର୍ଶନ କରିଥିଲେ। ସେ ରାଷ୍ଟ୍ରପତିଙ୍କ ପୁଅ ଅଭିଜିତ ମୁଖାର୍ଜୀଙ୍କର ତଲକତୋରା ସ୍ଥିତ ବାସଭବନକୁ ଯାଇ ଶୁଭ୍ରା ମୂଖାର୍ଜୀଙ୍କର ଶେଷ ଦର୍ଶନ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସମବେଦନା ଜଣାଇଥିଲେ। ସୂଚନାଯୋଗ୍ୟ, ଗତକାଲି ଶୁଭ୍ରା ମୁଖାର୍ଜୀଙ୍କର ପରଲୋକ ହୋଇଥିଲା। […]

bangladeshprimeminister

bangladeshprimeminister

Rakesh Mallick
  • Published: Wednesday, 19 August 2015
  • Updated: 19 August 2015, 09:36 AM IST

Sports

Latest News

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ଦିଲ୍ଲୀ ଆସି ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ଶୁଭ୍ରା ମୁଖାର୍ଜୀଙ୍କର ଶେଷ ଦର୍ଶନ କରିଥିଲେ। ସେ ରାଷ୍ଟ୍ରପତିଙ୍କ ପୁଅ ଅଭିଜିତ ମୁଖାର୍ଜୀଙ୍କର ତଲକତୋରା ସ୍ଥିତ ବାସଭବନକୁ ଯାଇ ଶୁଭ୍ରା ମୂଖାର୍ଜୀଙ୍କର ଶେଷ ଦର୍ଶନ କରିଥିଲେ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ସେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସମବେଦନା ଜଣାଇଥିଲେ।

ସୂଚନାଯୋଗ୍ୟ, ଗତକାଲି ଶୁଭ୍ରା ମୁଖାର୍ଜୀଙ୍କର ପରଲୋକ ହୋଇଥିଲା। ସେ କିଛି ଦିନ ଧରି ଅସୁସ୍ଥ ଥିଲେ।

ଶୁଭ୍ରା ମୁଖାର୍ଜୀଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ଶେଖ ହସିନା ଆଜି ସକାଳେ ଢାକାରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story