ମୋହନ ଭାଗବତଙ୍କୁ ଭେଟିଲେ ଶିଳ୍ପପତି ରତନ ଟାଟା

ନାଗପୁର, ମହାରାଷ୍ଟ୍ର: ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ବୁଧବାର ଦିନ ଆରଏସଏସର ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ମୋହନ ଭାଗବତଙ୍କୁ ଭେଟିଥିବା ସୂଚନା ରହିଛି। ଏହା ସୌଜନ୍ୟମୂଳକ ସାକ୍ଷାତ ଥିବା ଜଣାପଡ଼ିଛି। ପାଖାପାଖି ୨ ଘଣ୍ଟା ଧରି ମୋହନ ଭାଗବତଙ୍କ ସହ ରତନ ଟାଟା ଏକାଠି ବସି ଆଲୋଚନା କରିଥିଲେ। ଆରଏସଏସ ମୁଖ୍ୟ କାର୍ଯ୍ୟାଳୟକୁ ରତନ ଟାଟାଙ୍କ ଏହି ଗସ୍ତ ଦ୍ଵିତୀୟ ଥର ଥିଲା। ପୂର୍ବରୁ ୨୮ ଡିସେମ୍ବର ୨୦୧୬ରେ ରତନ ଟାଟା ଏହି ସ୍ଥାନକୁ ଆସିଥିଲେ। ଦେଶରେ […]

ratantat_apr19

ratantat_apr19

Subhransu Sekhar
  • Published: Friday, 19 April 2019
  • Updated: 19 April 2019, 11:17 AM IST

Sports

Latest News

ନାଗପୁର, ମହାରାଷ୍ଟ୍ର: ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ବୁଧବାର ଦିନ ଆରଏସଏସର ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ମୋହନ ଭାଗବତଙ୍କୁ ଭେଟିଥିବା ସୂଚନା ରହିଛି। ଏହା ସୌଜନ୍ୟମୂଳକ ସାକ୍ଷାତ ଥିବା ଜଣାପଡ଼ିଛି। ପାଖାପାଖି ୨ ଘଣ୍ଟା ଧରି ମୋହନ ଭାଗବତଙ୍କ ସହ ରତନ ଟାଟା ଏକାଠି ବସି ଆଲୋଚନା କରିଥିଲେ। ଆରଏସଏସ ମୁଖ୍ୟ କାର୍ଯ୍ୟାଳୟକୁ ରତନ ଟାଟାଙ୍କ ଏହି ଗସ୍ତ ଦ୍ଵିତୀୟ ଥର ଥିଲା। ପୂର୍ବରୁ ୨୮ ଡିସେମ୍ବର ୨୦୧୬ରେ ରତନ ଟାଟା ଏହି ସ୍ଥାନକୁ ଆସିଥିଲେ।

ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ଅନେକ ଶିଳ୍ପପତି ବିଭିନ୍ନ ନେତାଙ୍କୁ ସମର୍ଥନ କରୁଛନ୍ତି। ତେଣୁ ରତନ ଟାଟାଙ୍କ ଏହି ଗସ୍ତକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ଗତକାଲି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଦକ୍ଷିଣ ମୁମ୍ବାଇର କଂଗ୍ରେସ ସାଂସଦ ମିଲିନ୍ଦ ଦେଓରାଙ୍କୁ ସମର୍ଥନ କରି ଏକ ଭିଡ଼ିଓ ସେୟାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story