ଆଇଏସଆଇଏସକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ ଶ୍ରୀ ଶ୍ରୀ ରବିଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଆଲୋଚନା କରିବାକୁ ଚାହୁଁଥିଲେ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର। ଏଥିପାଇଁ ସେ ଏହି ଆତଙ୍କବାଦୀ ସଂଗଠନକୁ ନିମନ୍ତ୍ରଣ କରିଥିଲେ। ତେବେ ନିମନ୍ତ୍ରଣର ଜବାବ ତାଙ୍କୁ ମିଳିଥିଲା ପ୍ୟାରିସ ଆକ୍ରମଣ ରୂପରେ। ଶ୍ରୀ ଶ୍ରୀ ରବିଶଙ୍କର ନିଜେ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ ପ୍ୟାରିସ ଆକ୍ରମଣ ପରେ ସମସ୍ତେ ଆଇଏସଆଇଏସ ଉପରେ ଗୁରୁତ୍ୱର ସହିତ ବିଚାର କରିବା ଉଚିତ୍। କେବଳ  ଆଲୋଚନା ଦ୍ୱାରା ଆଇଏସଆଇଏସ […]

ravi_

ravi_

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 09:53 AM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଆଲୋଚନା କରିବାକୁ ଚାହୁଁଥିଲେ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର। ଏଥିପାଇଁ ସେ ଏହି ଆତଙ୍କବାଦୀ ସଂଗଠନକୁ ନିମନ୍ତ୍ରଣ କରିଥିଲେ। ତେବେ ନିମନ୍ତ୍ରଣର ଜବାବ ତାଙ୍କୁ ମିଳିଥିଲା ପ୍ୟାରିସ ଆକ୍ରମଣ ରୂପରେ। ଶ୍ରୀ ଶ୍ରୀ ରବିଶଙ୍କର ନିଜେ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ ପ୍ୟାରିସ ଆକ୍ରମଣ ପରେ ସମସ୍ତେ ଆଇଏସଆଇଏସ ଉପରେ ଗୁରୁତ୍ୱର ସହିତ ବିଚାର କରିବା ଉଚିତ୍। କେବଳ  ଆଲୋଚନା ଦ୍ୱାରା ଆଇଏସଆଇଏସ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆତଙ୍କବାଦୀ ସଂଗଠନ ଲକ୍ଷେରୁ ଅଧିକ ମୁସଲମାନଙ୍କୁ ମଧ୍ୟ ହତ୍ୟା କରି ସାରିଲେଣି। ସେହିପରି  ଅସହିଷ୍ଣୁତା ସମ୍ପର୍କରେ ସେ କହିଛନ୍ତି ଯେ ଏହା ବ୍ୟକ୍ତିଗତ ଅନୁଭବର କଥା। ତେବେ ଦେଶରେ ଅସହିଷ୍ଣୁତା ଥିବା ସେ ଅନୁଭବ କରନ୍ତି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story