ନୂଆ ନୋଟ୍‌ର ବୈଧତାକୁ ନେଇ ପ୍ରଶ୍ନ; ଆରବିଆଇର ଛାପିବା ଅଧିକାର ନାହିଁ!

ମୁମ୍ବାଇ: ବିମୁଦ୍ରାକରଣ ପରେ ଏବେ ଉପଲବ୍ଧ ହେଉଛି ନୂଆ ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍‌। ହେଲେ ଏହି ନୂଆ ନୋଟ୍‌ର ବୈଧତାକୁ ନେଇ ଏବେ ପ୍ରଶ୍ନବଚୀ ସୃଷ୍ଟି ହୋଇଛି। ଅଭିଯୋଗ ହେଉଛି ଏହା ଛାପିବା ପାଇଁ କୁଆଡ଼େ ଆରବିଆଇ ପାଖରେ ବିଧିବଦ୍ଧ ଅଧିକାର ନାହିଁ। ନିକଟରେ ଆରଟିଆଇ ତଥ୍ୟ ଆଧାରରେ ଏଭଳି ତଥ୍ୟା ସାମ୍ନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଭଳି ନୂଆ ନୋଟ୍ ଛାପିବା ପୂର୍ବରୁ କୁଆଡ଼େ ସର୍କୁଲାର ମଧ୍ୟ ଜାରି କରାଯାଇ ନ […]

rbi

rbi

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 09:21 AM IST

Sports

Latest News

ମୁମ୍ବାଇ: ବିମୁଦ୍ରାକରଣ ପରେ ଏବେ ଉପଲବ୍ଧ ହେଉଛି ନୂଆ ୨୦୦ ଓ ୨୦୦୦ ଟଙ୍କିଆ ନୋଟ୍‌। ହେଲେ ଏହି ନୂଆ ନୋଟ୍‌ର ବୈଧତାକୁ ନେଇ ଏବେ ପ୍ରଶ୍ନବଚୀ ସୃଷ୍ଟି ହୋଇଛି। ଅଭିଯୋଗ ହେଉଛି ଏହା ଛାପିବା ପାଇଁ କୁଆଡ଼େ ଆରବିଆଇ ପାଖରେ ବିଧିବଦ୍ଧ ଅଧିକାର ନାହିଁ। ନିକଟରେ ଆରଟିଆଇ ତଥ୍ୟ ଆଧାରରେ ଏଭଳି ତଥ୍ୟା ସାମ୍ନାକୁ ଆସିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଭଳି ନୂଆ ନୋଟ୍ ଛାପିବା ପୂର୍ବରୁ କୁଆଡ଼େ ସର୍କୁଲାର ମଧ୍ୟ ଜାରି କରାଯାଇ ନ ଥିଲା।

ଏ ସମ୍ପର୍କରେ ମୁମ୍ବାଇର ଏମ୍‌ଏସ୍‌ ରାୟ ନାମକ ଜଣେ ବ୍ୟକ୍ତି ଆରଟିଆଇରେ ତଥ୍ୟ ମାଗି ଏହା ଜାଣିବାକୁ ପାଇଛନ୍ତି। ବିମୁଦ୍ରାକରଣ ଲାଗୁ ହେବାର ୬ ମାସ ପୂର୍ବରୁ ୨୦୧୬ ମେ’ ୧୯ ତାରିଖର ତଥ୍ୟ ମୁତାବକ ଆରବିଆଇ ବୋର୍ଡର ଏକ ଟିମ୍‌ ୧୦,୨୦,୫୦,୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ଆକାର ଛୋଟ କରିବା ଲାଗି ୧୯୯୩ରେ ତତ୍କାଳୀନ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବରେ ୨୦୦୦ ଓ ୨୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ବାବଦରେ କୌଣସି ପ୍ରକାର ଚର୍ଚ୍ଚା ନ ଥିଲା। ଏବଂ ଏହା ପରେ ମଧ୍ୟ ନୂଆ ନୋଟ୍‌ ପ୍ରଚଳନ ନେଇ କୌଣସି ପ୍ରକାର ପ୍ରସ୍ତାବ ଦିଆଯାଇ ନାହିଁ। ଏଣୁ ନୂଆ ନୋଟ୍‌ ପ୍ରଚଳନ ଓ ଏହାର ଡିଜାଇନ୍ କିଏ କଲା ବୋଲି ବିବାଦୀୟ ପ୍ରଶ୍ନ ଉଠାଇଛନ୍ତି। ଯାହକି ଏବେ ଏହ ନୂଆ ଟଙ୍କାର ବୈଧତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story