ରେପୋ ରେଟ୍ ଅପରିବର୍ତ୍ତିତ: ଆରବିଆଇର ଆକଳନ ଖସିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ।  ଆଜି ତୈମାସିକ ମୁଦ୍ରା ନୀତି ସମୀକ୍ଷା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି।  ସେହିପରି ରିଭର୍ସ ରେପୋ ରେଟ୍ ବି ୫.୭୫%ରେ ଅପରିବର୍ତ୍ତିତ ରହିଛି।  ତେବେ ଅଭିବୃଦ୍ଧି ହାର ୭.୩%ରୁ ୬.୭%କୁ ଖସିବା ଆକଳନ କରିଛି ବ୍ୟାଙ୍କ।  ମୁଦ୍ରାସ୍ପିତି ମଧ୍ୟ ୪.୨ରୁ ୪.୬% ପର୍ଯ୍ୟନ୍ତ ବଢ଼ିବା ଆକଳନ କରାଯାଇଛି ।  ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆଜି ଘୋଷଣା କରାଯାଇଥିଲା। ପୂର୍ବରୁ […]

rbi-2

rbi-2

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 12:07 PM IST

Sports

Latest News

ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ।  ଆଜି ତୈମାସିକ ମୁଦ୍ରା ନୀତି ସମୀକ୍ଷା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି।  ସେହିପରି ରିଭର୍ସ ରେପୋ ରେଟ୍ ବି ୫.୭୫%ରେ ଅପରିବର୍ତ୍ତିତ ରହିଛି।  ତେବେ ଅଭିବୃଦ୍ଧି ହାର ୭.୩%ରୁ ୬.୭%କୁ ଖସିବା ଆକଳନ କରିଛି ବ୍ୟାଙ୍କ।  ମୁଦ୍ରାସ୍ପିତି ମଧ୍ୟ ୪.୨ରୁ ୪.୬% ପର୍ଯ୍ୟନ୍ତ ବଢ଼ିବା ଆକଳନ କରାଯାଇଛି ।  ଏ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆଜି ଘୋଷଣା କରାଯାଇଥିଲା।

ପୂର୍ବରୁ ଗତ ଡିସେମ୍ବର ମାସରେ ରେପୋ ରେଟ୍‌ ବା ଯେଉଁ ସୁଧହାରରେ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଟଙ୍କା ପ୍ରଦାନ କରିଥାଏ ତାହା ଅପରିବର୍ତ୍ତିତ ରଖିଥିଲା।

ତେବେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ୭.୧% ରହିବ ବୋଲି କୁହାଯାଇଥିଲା। ହେଲେ ଏହି ଆକଳନକୁ ଆଜି ଆରବିଆଇ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story