ବଜାରକୁ ଆସିବ ନୂଆ ୧,୨,୫, ୧୦ ଓ ୨୦ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: କିଛି ବ୍ୟବସାୟୀ ଖୁଚରା କଏନ ନେଉ ନଥିବା ବେଳେ କେନ୍ଦ୍ର ସରକାର ପୁଣିଥରେ ନୂଆ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଯାଉଛନ୍ତି। ଆଜି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକଥା ଘୋଷଣା କରିଛନ୍ତି। ସେ କହିଛନ୍ତି, ଖୁବ୍‌ଶୀଘ୍ର ଆରବିଆଇ ଏହି ନୂଆ ମୁଦ୍ରାର ପ୍ରଚଳନ କରିବ। ଏହି ନୂଆ ମୁଦ୍ରାରେ ଏମିତି କିଛି ବ୍ୟବସ୍ଥା ରହିବ, ଯାହାକୁ […]

qwad

qwad

Hemant Lenka
  • Published: Friday, 05 July 2019
  • Updated: 05 July 2019, 04:43 PM IST

Sports

Latest News

ନୂଆଦିଲ୍ଲୀ: କିଛି ବ୍ୟବସାୟୀ ଖୁଚରା କଏନ ନେଉ ନଥିବା ବେଳେ କେନ୍ଦ୍ର ସରକାର ପୁଣିଥରେ ନୂଆ ୧ ଟଙ୍କିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ୨୦ ଟଙ୍କିଆ ମୁଦ୍ରା ପ୍ରଚଳନ କରିବାକୁ ଯାଉଛନ୍ତି। ଆଜି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକଥା ଘୋଷଣା କରିଛନ୍ତି।

ସେ କହିଛନ୍ତି, ଖୁବ୍‌ଶୀଘ୍ର ଆରବିଆଇ ଏହି ନୂଆ ମୁଦ୍ରାର ପ୍ରଚଳନ କରିବ। ଏହି ନୂଆ ମୁଦ୍ରାରେ ଏମିତି କିଛି ବ୍ୟବସ୍ଥା ରହିବ, ଯାହାକୁ ସ୍ପର୍ଶ କଲେ ଦୃଷ୍ଟିହୀନ ମଧ୍ୟ ଏହାକୁ ଠିକ ଚିହ୍ନଟ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos