ସାହୁକାର ହୁଅନି,ଗରିବଙ୍କୁ ସିଧା ଟଙ୍କା ପଠାଅ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସମସ୍ୟାରେ ପଡ଼ିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ଟଙ୍କାକୁ ସିଧାସଳଖ ନୁହେଁ ବରଂ ଋଣ ଆକାରରେ ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ଉଠା ଦୋକାନୀଙ୍କୁ ଦେବାକୁ ସରକାର ଯୋଜନା କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ […]

ra

ra

Hemant Lenka
  • Published: Saturday, 16 May 2020
  • Updated: 16 May 2020, 05:14 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସମସ୍ୟାରେ ପଡ଼ିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ଟଙ୍କାକୁ ସିଧାସଳଖ ନୁହେଁ ବରଂ ଋଣ ଆକାରରେ ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ଉଠା ଦୋକାନୀଙ୍କୁ ଦେବାକୁ ସରକାର ଯୋଜନା କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି।

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକ ସମ୍ମିଳନୀ କରିଥିବା ଶ୍ରୀ ଗାନ୍ଧି କହିଛନ୍ତି, “କେନ୍ଦ୍ର ସରକାର ସାହୁକାରଙ୍କ ଭଳି ବ୍ୟବହାର ନ କରି ଗରିବ ଓ ଶ୍ରମିକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାନ୍ତୁ। ଆଜିର ପରିସ୍ଥିତିରେ ଗରିବ ଲୋକମାନେ ଟଙ୍କା ଚାହୁଁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ୟାକେଜର ପୁଃନ ବିଚାର କରିବାକୁ ଅନୁରୋଧ କରୁଛି।

ସେ ବ୍ୟାଙ୍କ ଆକାଉଣ୍ଟକୁ କେମିତି ଟଙ୍କର ଯାଇ ପାରିବ, ତା’ର ବିଚାର କରନ୍ତୁ। ୨୦୦ ଦିନ ପାଇଁ ଏମଜିନରେଗା ଓ ଚାଷୀଙ୍କ ଖାତାକୁ ଟଙ୍କା ପଠାନ୍ତୁ। କାରଣ ଏମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ଏଥିସହ ସରକାର ପୂର୍ଣ୍ଣକାଳୀନ ଭାବେ ଯଦି ନ୍ୟାୟ ସ୍କିମ ଲାଗୁ କରିବାକୁ ଚାହୁଁନାହାନ୍ତି, ତା’ହେଲେ ଅସ୍ଥାୟୀ ଭାବେ ଏହାକୁ କାର୍ଯ୍ୟକାରୀ କରନ୍ତୁ।

ଗରିବମାନେ ଋଣ ଚାହାନ୍ତି ନାହିଁ, ସେମାନେ ଟଙ୍କା ଚାହାନ୍ତି। ଦେଶର ଛୋଟ ବ୍ୟବସାୟୀ, ଚାଷୀ ଓ ଶ୍ରମିକମାନେ କ୍ରାଇସିସ ମଧ୍ୟରେ ଗତି କରୁଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ ଆସୁଥିବା ଛବି ଅତ୍ୟନ୍ତ ବ୍ୟଥିତ କରୁଛି। ଶ୍ରମିକମାନେ ଶହଶହ କିମି ରାସ୍ତା ଚାଲୁଛନ୍ତି।

ସେମାନଙ୍କର ଜୀବନ ଚାଲିଯାଉଛି। ଦେଶ ଗଢ଼ିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଦେଶର ଚାହିଦା ବଢ଼ିବ ନାହିଁ କିମ୍ବା ଉତ୍ପାଦନ ହେବ ନାହିଁ, ତା’ହେଲେ କରୋନା ଭାଇରସ ଠାରୁ ବି ଦେଶ ଭୟଙ୍କର ଅର୍ଥନୀତିକ ସଙ୍କଟର ସମ୍ମୁଖୀନ ହେବ। ତେଣୁ ବୁଦ୍ଧିମତାର ଓ ସତର୍କତାର ସହ ଲକଡାଉନକୁ ଉଠାଇବାକୁ ପଡ଼ିବ। ଏବେ ସମାଲୋଚନାର ସମୟ ନୁହେଁ। ଆମ ସମସ୍ତଙ୍କୁ ଏକାଠି ହୋଇ କରୋନା ସଙ୍କଟର ମୁକାବିଲା କରିବାକୁ ପଡ଼ିବ।”

ରାହୁଲ ଗାନ୍ଧି ଉତ୍ତର ପ୍ରଦେଶରେ ପ୍ରାଣ ହରାଇଥିବା ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ଗଭୀର ଶୋକ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story