ଦେଶରେ କରୋନା ଆରୋଗ୍ୟ ହାର ୨୫%ବୁ ବୃଦ୍ଧି, ଦିନକରେ ୬୩୦ ସୁସ୍ଥ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ସେହି ବେଗରେ ବଢ଼ୁଛି। ଦୁଇ ଦିନ ତଳେ ଦେଶରେ କରୋନା ଆରୋଗ୍ୟ ହାର ୨୨.୧୭% ଥିବା ବେଳେ ଏବେ ଏହା ୨୫.୧୯%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ପ୍ରାନ୍ତରେ ଆଉ ୬୩୦ ଜଣ ଲୋକ କରୋନା ଯୁଦ୍ଧରେ ବିଜୟୀ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, “ଦେଶରେ କରୋନା […]

v

v

Hemant Lenka
  • Published: Thursday, 30 April 2020
  • Updated: 30 April 2020, 05:17 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ସେହି ବେଗରେ ବଢ଼ୁଛି। ଦୁଇ ଦିନ ତଳେ ଦେଶରେ କରୋନା ଆରୋଗ୍ୟ ହାର ୨୨.୧୭% ଥିବା ବେଳେ ଏବେ ଏହା ୨୫.୧୯%କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ପ୍ରାନ୍ତରେ ଆଉ ୬୩୦ ଜଣ ଲୋକ କରୋନା ଯୁଦ୍ଧରେ ବିଜୟୀ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, “ଦେଶରେ କରୋନା ଆରୋଗ୍ୟ ହାର ୨୫.୧୯% ରହିଥିବା ବେଳେ ଏଯାଏ ମୋଟ ୮୩୨୫ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଦେଶର କରୋନା ମୃତ୍ୟୁହାର ୩.୨% ରହିଛି। ଦେଶରେ ଏଯାଏ ପ୍ରାଣ ହରାଇଥିବା ୧୦୭୪ ଜଣଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ। ୬୦ ବର୍ଷରୁ ଅଧିକ ବୟସର ୫୧% ଲୋକ ପ୍ରାଣ ହରାଇଛନ୍ତି। ଗତ ୨୪ ଘଣ୍ଟାରେ ୧୭୧୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୫୦ରେ ପହଞ୍ଚିଛି।

ବର୍ତ୍ତମାନ ଦେଶରେ ୨୯୨ଟି ସରକାରୀ ଓ ୯୭ଟି ଘରୋଇ ଲ୍ୟାବରେ କରୋନା ପରୀକ୍ଷା କରାଯାଉଛି। ଗତ ୫ ଦିନ ହେଲା ହାରାହାରି ୪୯,୮୦୦ ଲେଖାଏ ନମୁନା ପରୀକ୍ଷା କରାଯାଇଛି। ଲକଡାଉନ ପୂର୍ବରୁ ଦେଶରେ କରୋନା ଡବଲିଂ ହାର ୩.୪ ଦିନ ଥିଲା। ହେଲେ ଏବେ ଏହା ୧୧ ଦିନକୁ ବୃଦ୍ଧି ପାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story