ପୁଲୱାମା ପ୍ରତିଶୋଧ ପାଇଁ ସେନା ପ୍ରସ୍ତୁତ ! ଯେସାକୁ ତେସା ନ୍ୟାୟରେ ଜବାବ ଦେବ ‘ଅପରେଶନ-୨୫’

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଘଟଣା ପରେ ସମଗ୍ର ଦେଶ ପ୍ରତିଶୋଧର ନିଆଁରେ ଜଳୁଥିବା ବେଳେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଛି ଏକ ସିକ୍ରେଟ୍‌ ମିଶନ୍‌। ପୁଲୱାମାରେ ଆତଙ୍କବାଦୀମାନେ ଯେଉଁ ଭଳି ଭାବେ ବିସ୍ଫୋରଣ ଭିଆଇଲେ ଠିକ୍‌ ସେମିତି ଯେସାକୁ ତେସା ନ୍ୟାୟରେ ଜବାବ ଦେବାକୁ ଏକ ବ୍ଲୁ-ପ୍ରିଣ୍ଟ ଭାରତୀୟ ସେନା ପ୍ରସ୍ତୁତ କରୁଥିବା କୁହାଯାଉଛି। ଆତଙ୍କବାଦୀଙ୍କୁ ‘ମୁହଁତୋଡ଼ ଜବାବ’ ଦେବାକୁ ଆରମ୍ଭ ହୋଇଛି ମିଶନ ‘ଅପରେଶନ-୨୫’ପାଇଁ ପ୍ରସ୍ତୁତି। ଆତଙ୍କବାଦୀମାନଙ୍କ ପାଇଁ ରଚା ଯାଉଛି ଅପରେଶନ-୨୫ର ଚକ୍ରବ୍ୟୁହ। […]

890-9

890-9

Tapas Behera
  • Published: Sunday, 17 February 2019
  • Updated: 17 February 2019, 09:05 PM IST

Sports

Latest News

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଘଟଣା ପରେ ସମଗ୍ର ଦେଶ ପ୍ରତିଶୋଧର ନିଆଁରେ ଜଳୁଥିବା ବେଳେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଛି ଏକ ସିକ୍ରେଟ୍‌ ମିଶନ୍‌। ପୁଲୱାମାରେ ଆତଙ୍କବାଦୀମାନେ ଯେଉଁ ଭଳି ଭାବେ ବିସ୍ଫୋରଣ ଭିଆଇଲେ ଠିକ୍‌ ସେମିତି ଯେସାକୁ ତେସା ନ୍ୟାୟରେ ଜବାବ ଦେବାକୁ ଏକ ବ୍ଲୁ-ପ୍ରିଣ୍ଟ ଭାରତୀୟ ସେନା ପ୍ରସ୍ତୁତ କରୁଥିବା କୁହାଯାଉଛି।

ଆତଙ୍କବାଦୀଙ୍କୁ 'ମୁହଁତୋଡ଼ ଜବାବ' ଦେବାକୁ ଆରମ୍ଭ ହୋଇଛି ମିଶନ ‘ଅପରେଶନ-୨୫’ପାଇଁ ପ୍ରସ୍ତୁତି। ଆତଙ୍କବାଦୀମାନଙ୍କ ପାଇଁ ରଚା ଯାଉଛି ଅପରେଶନ-୨୫ର ଚକ୍ରବ୍ୟୁହ। ପୁଲୱାମା ଆତଙ୍କବାଦୀମାନେ ଯେଉଁଠି ଲୁଚିଛନ୍ତି ଠିକ୍‌ ସେହି ଜାଗାରେ ସେମାନଙ୍କୁ ତାଙ୍କରି ଶୈଳୀରେ ହିଁ ତାଙ୍କୁ କାଉଣ୍ଟର କରାଯିବ। ନିଜ ସାଥୀମାନଙ୍କୁ ହରାଇଥିବା ଯବାନମାନେ ପ୍ରତିଶୋଧ ନେବାକୁ ଶପଥ ନେଇଛନ୍ତି। ଯେଉଁ ବୀର ସାଥୀମାନେ ସେମାନଙ୍କ ଆଖି ସାମ୍ନାରେ ଟଳିପଡ଼ିଲେ ଠିକ୍‌ ସେମିତି ଆତଙ୍କବାଦୀଙ୍କର ଗୋଟି ଗୋଟି କରି ମୁଣ୍ଡ ଗଡ଼ିବ।

ପୁଲୱାମା ଘଟଣାରେ ସିଆରପିଏଫ ଯବାନମାନେ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଆକ୍ରମଣରେ ଆମେ କେବେ ବି ଭାଙ୍ଗିପଡ଼ିନୁ। ଆମେ ବିଚଳିତ ନୁହଁ। ଆମର କନ୍‌ଭୟ ଆଜି ବି ତାଙ୍କ କାମ କରୁଛନ୍ତି। ଆଜି ବି ଆମ କନ୍‌ଭୟ ଯାଉଛି। ଆମେ କେବେ ଡରିନୁ। ଆମେ ସାହସର ସହ ସବୁ ଆହ୍ଵାନର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ। ଆମେ ଏବେ ବି ଜୋଶରେ ଅଛୁ। ଆମ ଯବାନ ଏବେ ବି ଜୋଶରେ ଅଛନ୍ତି।

ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈଶ-ଏ-ମହମ୍ମଦ । ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଯବାନଙ୍କ ବସ ସହ ଧକ୍କା କରି ଭୟଙ୍କର ବିସ୍ଫୋରଣ ଘଟାଇଥିଲା ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର୍।

ମିଳିଥିବା ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ ସଙ୍ଗଠନର ନେତା ଅବଦୁଲ ଅସଗର୍‌ ନିକଟରେ କରାଚିରେ ଏକ ଚାନ୍ଦା ଅଭିଯାନ ଆରମ୍ଭ କରିଥିଲା। ୬ ଦିନ ଧରି ଚାଲିଥିବା ଏହି ଅଭିଯାନରେ ପାଣ୍ଠି ସଂଗ୍ରହ ହେଉଥିଲା। ୨୦୧୬ ପଠାନକୋଟ୍‌ ଆକ୍ରମଣ ପୂର୍ବରୁ ମଧ୍ୟ ଏମିତି ଏକ ଅଭିଯାନ କରାଯାଇଥିଲା। ଏହି ସଙ୍ଗଠନର ଗତିବିଧି ଉପରେ ଏବେ ଏନ୍‌ଆଇଏ କଡ଼ା ନଜର ରଖିଛି।

ସୌଜନ୍ୟ: ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story