ପାକ୍‌ ଫ୍ୟାନ୍‌ ପିନ୍ଧିବେ ଆର୍ମି କ୍ୟାପ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କ ଭଳି ଏବେ ପାକିସ୍ତାନ କ୍ରିକେଟର ଫ୍ୟାନ୍‌ମାନେ ଆର୍ମି କ୍ୟାପ୍‌ ଓ ଆର୍ମି ଡ୍ରେସ୍‌ ପିନ୍ଧି ପାରିବେ। ପାକିସ୍ତାନ ସୁପର ଲିଗ୍‌ ବା ପିଏସ୍‌ଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ସେନା ପକ୍ଷରୁ ଫ୍ୟାନ୍‌ମାନଙ୍କୁ ଏଭଳି ପୋଷାକ ପରିଧାନ କରିବାକୁ କୁହାଯାଇଛି। ପୁଲୱାମା ଆତଙ୍କୀ ହମ୍‌ଲାରେ ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଆର୍ମି କ୍ୟାପ୍‌ ପିନ୍ଧି ମ୍ୟାଚ୍‌ ଖେଳିଥିଲେ। ଏହାକୁ ପାକିସ୍ତାନ ବିରୋଧ କରିଥିଲା। ତେବେ […]

231057_1748204_updates

231057_1748204_updates

Hemant Lenka
  • Published: Thursday, 14 March 2019
  • Updated: 14 March 2019, 09:40 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କ ଭଳି ଏବେ ପାକିସ୍ତାନ କ୍ରିକେଟର ଫ୍ୟାନ୍‌ମାନେ ଆର୍ମି କ୍ୟାପ୍‌ ଓ ଆର୍ମି ଡ୍ରେସ୍‌ ପିନ୍ଧି ପାରିବେ। ପାକିସ୍ତାନ ସୁପର ଲିଗ୍‌ ବା ପିଏସ୍‌ଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ସେନା ପକ୍ଷରୁ ଫ୍ୟାନ୍‌ମାନଙ୍କୁ ଏଭଳି ପୋଷାକ ପରିଧାନ କରିବାକୁ କୁହାଯାଇଛି।

ପୁଲୱାମା ଆତଙ୍କୀ ହମ୍‌ଲାରେ ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଆର୍ମି କ୍ୟାପ୍‌ ପିନ୍ଧି ମ୍ୟାଚ୍‌ ଖେଳିଥିଲେ। ଏହାକୁ ପାକିସ୍ତାନ ବିରୋଧ କରିଥିଲା। ତେବେ ଆଇସିସି ପାକିସ୍ତାନକୁ ତାଗିଦ୍‌ କରିବା ପରେ ଏବେ ଦେଶର ସେନା ଭାରତ ଭଳି ଆର୍ମି କ୍ୟାପ୍‌ ଲଗାଇ ଷ୍ଟାଡିୟମରେ ଖେଳ ଦେବାକୁ ଆସିବା ପାଇଁ ଫ୍ୟାନ୍‌ମାନଙ୍କୁ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story