କେକ୍ ଖାଇ ହାତୀ ପାଳିଲା ତା' ମୁକ୍ତିର ପଞ୍ଚମ ବାର୍ଷିକୀ, ଦେଖନ୍ତୁ ଭିଡିଓ

ମଥୁରା: ଦୀର୍ଘ ୫୦ ବର୍ଷ ହେଲା ଗୋଟିଏ ହାତୀ ତା’ ମାଲିକଙ୍କ ଦ୍ୱାରା ଶିକୁଳିରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଆଜକୁ ଠିକ ୫ ବର୍ଷ ତଳେ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ନାମକ ଏନ୍‌ଜିଓ ପକ୍ଷରୁ ଏହି ହାତୀଟିକୁ ମାଲିକର କବଳରୁ ଉଦ୍ଧାର କରାଯାଇଥିଲା। ହାତୀଟିର ନାଁ ରାଜୁ। ରାଜୁର ମୁକ୍ତିକୁ ଆଜି ୫ ବର୍ଷ ପୂରିଛି। ରାଜୁର ମୁକ୍ତିର ପଞ୍ଚମ ବାର୍ଷିକୀ ବେଶ ନିଆରା ଢଙ୍ଗରେ କେକ କାଟି ପାଳନ କରାଯାଇଛି। ପିଲାଦିନରୁ ରାଜୁ ଲୁହା […]

waa

waa

Hemant Lenka
  • Published: Thursday, 04 July 2019
  • Updated: 04 July 2019, 04:48 PM IST

Sports

Latest News

ମଥୁରା: ଦୀର୍ଘ ୫୦ ବର୍ଷ ହେଲା ଗୋଟିଏ ହାତୀ ତା' ମାଲିକଙ୍କ ଦ୍ୱାରା ଶିକୁଳିରେ ବନ୍ଧା ହୋଇ ରହିଥିଲା। କିନ୍ତୁ ଆଜକୁ ଠିକ ୫ ବର୍ଷ ତଳେ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ନାମକ ଏନ୍‌ଜିଓ ପକ୍ଷରୁ ଏହି ହାତୀଟିକୁ ମାଲିକର କବଳରୁ ଉଦ୍ଧାର କରାଯାଇଥିଲା।

ହାତୀଟିର ନାଁ ରାଜୁ। ରାଜୁର ମୁକ୍ତିକୁ ଆଜି ୫ ବର୍ଷ ପୂରିଛି। ରାଜୁର ମୁକ୍ତିର ପଞ୍ଚମ ବାର୍ଷିକୀ ବେଶ ନିଆରା ଢଙ୍ଗରେ କେକ କାଟି ପାଳନ କରାଯାଇଛି।

ପିଲାଦିନରୁ ରାଜୁ ଲୁହା ଶିକୁଳିରେ ବନ୍ଧା ହୋଇ ରହିଥିଲା। ତା’ର ଯତ୍ନ ଠିକ୍‌ ଭାବେ ନିଆଯାଉ ନଥିଲା। ଏହି କାରଣରୁ ସେ ବିଷାଦରେ ରହୁଥିଲା। ତା’ର ଶରୀରରେ ଏକାଧିକ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ୨୦୧୪ରେ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ଦ୍ୱାରା ତା’କୁ ମାଲିକ କବଳରୁ ଉଦ୍ଧାର କରାଯାଇଥିଲା।

ଏହାପରେ ରାଜୁକୁ ମଥୁରାରେ ଥିବା ହାତୀ ସଂରକ୍ଷଣ ଓ କେୟାର ସେଣ୍ଟରକୁ ନିଆଯାଇଥିଲା। ଏଠାରେ ତାକୁ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବା ସହ ଉପଯୁକ୍ତ ମେଡିକାଲ ସେବା ଯୋଗାଇ ଦିଆଯାଇଥିଲା।

ବୁଧବାର ରାଜୁର ମୁକ୍ତିକୁ ୫ ବର୍ଷ ପୂରିଥିଲା। ଏହାକୁ ପାଳନ କରିବା ପାଇଁ ୱାଇଲ୍ଡ ଲାଇଫ୍‌ ଏସ୍‌ଓଏସ ଟିମ୍‌ ପକ୍ଷରୁ କେକ୍‌ କାଟି ଏହାକୁ ପାଳନ କରାଯାଇଥିଲା। ରାଜୁ ମଧ୍ୟ ନିଜ ମୁକ୍ତିର ୫ମ ବାର୍ଷିକୀ ଅବସରରେ ବଡ଼ ଆନନ୍ଦରେ ସେହି କେକକୁ ଶୁଣ୍ଢରେ ଉଠାଇ ଖାଇଥିଲା।

https://youtu.be/8x7TEbFbikE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story