କଂଗ୍ରେସର 'ନ୍ୟାୟ' ଯୋଜନା: କେଁ ପୂରାଇଲା ସହଯୋଗୀ ଆରଜେଡି

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ କଂଗ୍ରେସ ଦ୍ୱାରା ପ୍ରସ୍ତାବିତ ଯୋଜନା ‘ନ୍ୟାୟ’କୁ ନେଇ ପ୍ରଶ୍ନ ଉଠାଇଛି ସହଯୋଗୀ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। ଏହି ଯୋଜନା ଅନୁଯ।ୟୀ କଂଗ୍ରେସ କ୍ଷମତାକୁ ଆସିଲେ ମାଗଣାରେ ଗରିବ ଲୋକଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବ ବୋଲି ଘୋଷଣା କରିଛି। ହେଲେ ଫ୍ରିରେ ଟଙ୍କା ଦେବାକୁ ନେଇ ଆପତ୍ତି ଉଠାଇଛନ୍ତି ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂହ। ସେ କହିଛନ୍ତି ଲୋକଙ୍କୁ ‘ଫ୍ରି’ରେ ଆର୍ଥିକ ସହାୟତା ଦେବା ରାଜନୀତି ପାଇଁ ଭଲ […]

Raghuvansh-prasad-1

Raghuvansh-prasad-1

Subhransu Sekhar
  • Published: Friday, 10 May 2019
  • Updated: 10 May 2019, 02:37 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ କଂଗ୍ରେସ ଦ୍ୱାରା ପ୍ରସ୍ତାବିତ ଯୋଜନା 'ନ୍ୟାୟ'କୁ ନେଇ ପ୍ରଶ୍ନ ଉଠାଇଛି ସହଯୋଗୀ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। ଏହି ଯୋଜନା ଅନୁଯ।ୟୀ କଂଗ୍ରେସ କ୍ଷମତାକୁ ଆସିଲେ ମାଗଣାରେ ଗରିବ ଲୋକଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବ ବୋଲି ଘୋଷଣା କରିଛି। ହେଲେ ଫ୍ରିରେ ଟଙ୍କା ଦେବାକୁ ନେଇ ଆପତ୍ତି ଉଠାଇଛନ୍ତି ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂହ। ସେ କହିଛନ୍ତି ଲୋକଙ୍କୁ 'ଫ୍ରି'ରେ ଆର୍ଥିକ ସହାୟତା ଦେବା ରାଜନୀତି ପାଇଁ ଭଲ ନୁହେଁ। ଆଗାମୀ ଦିନରେ ଅନ୍ୟ ଦଳ ମଧ୍ୟ ଏପରି ଯୋଜନାର ସହାୟତା ନେଇପାରନ୍ତି ବୋଲି ବିହାର ବୈଶାଳୀ ଲୋକସଭା ଆସନରୁ ଲଢ଼ୁଥିବା ଏହି ଆରଜେଡି ନେତା କହିଛନ୍ତି।
 
କଂଗ୍ରେସର 'ମନରେଗା' ଯୋଜନା ଦ୍ୱାରା ଅନେକ ଲୋକଙ୍କୁ ନିଯୁକ୍ତି ମିଳିଛି। ଯେଉଁଥିରେ କାମର ଗ୍ୟାରେଣ୍ଟି ମିଳିଥାଏ। ହେଲେ 'ନ୍ୟାୟ' ଯୋଜନାରେ ଟଙ୍କା ପାଇବାର ଗ୍ୟାରେଣ୍ଚି ଦିଆଯାଉଥିବାରୁ ଏହା ଆଦୌ ଭଲ ବ୍ୟବସ୍ଥା ନୁହେଁ ବୋଲି ସେ କହିଛନ୍ତି। ମନରେଗା ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ଆରଜେଡିର ଏହି ନେତା ୟୁପିଏ ସରକାରରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଥିଲେ।
 
ତେବେ ଚଳିତ ନିର୍ବାଚନରେ ବିହାରରେ ଆରଜେଡି-କଂଗ୍ରେସ ମେଣ୍ଟକୁ କ୍ଷତି ହେବନି ବରଂ ବିଜେପି-ଜେଡିୟୁ-ଏଲଜେପି ମେଣ୍ଟକୁ କ୍ଷତି ହେବ ବୋଲି ବିହାରର ଏହି ନେତା କହିଛନ୍ତି। ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟକୁ ବିହାରବାସୀ ଜନାଦେଶ ଦେଇଥିବା ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story