ଦେଶର ନିରାପତ୍ତା ପ୍ରସଙ୍ଗ ଉଠାଇଲେ ଆରଏସଏସ ପ୍ରମୁଖ: କହିଲେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆଶ୍ରୟ ଦେଲେ ବଢିବ ବିପଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୟା ଦଶମୀରେ ଦେଶର ସୁରକ୍ଷା ପ୍ରସଙ୍ଗ କଥା ଉଠାଇଲେ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ। ଏହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଅର୍ଥନୈତିକ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଭାଗବତ। ଦେଶର ଅର୍ଥନୀତିରେ ସୁଧାର ଆସିଛି, ସୁଦୃଢ ହୋଇଛି ଦ୍ୱିପାକ୍ଷିକ ସମ୍ପର୍କ। ଆନ୍ତର୍ଜାତିକ ସ୍ତରରେ ଦେଶର ଚିତ୍ରରେ ସୁଧାର ଆସିଥିବାରୁ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ମୋହନ ଭାଗବତ। ସେ କହିଛନ୍ତି ସମସ୍ତ ନାଗରିକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ଆବଶ୍ୟକ। ଧନୀ ଅଧିକ ଧନୀ […]

hqdefault

hqdefault

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 01:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୟା ଦଶମୀରେ ଦେଶର ସୁରକ୍ଷା ପ୍ରସଙ୍ଗ କଥା ଉଠାଇଲେ ଆରଏସ୍ଏସ୍ ପ୍ରମୁଖ ମୋହନ ଭାଗବତ। ଏହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଅର୍ଥନୈତିକ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଭାଗବତ। ଦେଶର ଅର୍ଥନୀତିରେ ସୁଧାର ଆସିଛି, ସୁଦୃଢ ହୋଇଛି ଦ୍ୱିପାକ୍ଷିକ ସମ୍ପର୍କ। ଆନ୍ତର୍ଜାତିକ ସ୍ତରରେ ଦେଶର ଚିତ୍ରରେ ସୁଧାର ଆସିଥିବାରୁ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ମୋହନ ଭାଗବତ। ସେ କହିଛନ୍ତି ସମସ୍ତ ନାଗରିକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ଆବଶ୍ୟକ। ଧନୀ ଅଧିକ ଧନୀ ହେବା ଅପେକ୍ଷା ଗରିବର ଆଥିକ ପରିସ୍ଥିତିରେ ଉନ୍ନତି ଆସିବା ଦରକାର। ନାଗପୁରରରେ ବିଜୟାଦଶମୀ ପାଳନ ଅବସରରରେ ସେ ଏହା କହିଛନ୍ତି।
ଏହି ଅବସରରେ ରୋହିଙ୍ଗ୍ୟା ମୁସଲିମ୍ ପ୍ରସଙ୍ଗରେ ଲାଗିରହିଥିବା ବିବାଦକୁ ନେଇ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଭାଗବତ। ରୋହିଙ୍ଗ୍ୟା ମସୁଲିମ୍ ଦେଶ ପାଇଁ ସମସ୍ୟା ସୃଷ୍ଟି କରିବେ। ରାଷ୍ଟ୍ରର ନିରାପତ୍ତା ପ୍ରତି ବି ସମସ୍ୟା ସୃଷ୍ଟି ହେବ। ପୂର୍ବରୁ ବାଂଲାଦେଶ ଶରଣାର୍ଥୀଙ୍କୁ ସାହାରା ଦେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି ଦେଶ। ରୋହିଙ୍ଗ୍ୟାଙ୍କୁ ଦେଶରେ ପ୍ରବେଶକୁ ନେଇ ବି ପ୍ରଶ୍ନ କରିଛନ୍ତି ଭାଗବତ। ଆତଙ୍କବାଦୀ ସହ ରୋହିଙ୍ଗ୍ୟାଙ୍କ ଯୋଗାଯୋଗ ରହିଛିା ଶରଣାର୍ଥୀ ଭାବେ ଦେଶରେ ସ୍ଥାନ ଦେଲେ ର୍ଅଥନୀତି ପାଇଁ ରୋହିଙ୍ଗ୍ୟା ବୋଝ ହୋଇପାରନ୍ତି ବୋଲି ଭାଗବତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story