ପାହାଡ ଉପରେ ପ୍ରପୋଜ: ଗଳି ପଡିଲେ ପ୍ରେମିକା, ଡେଇଁ ପଡିଲେ ପ୍ରେମିକ

ନୂଆଦିଲ୍ଲୀ: ଜୀବନର ଏକ ସୁନ୍ଦର ମୂହୁର୍ତ୍ତ ହେଉଛି ପ୍ରପୋଜ କରିବା । ଏହି ମୁହୂର୍ତ୍ତକୁ ସମସ୍ତେ ସ୍ମରଣୀୟ ଏବଂ ନିଆରା କରିବାକୁ ଚାହାନ୍ତି। ଏଥିପାଇଁ କିଏ ନିଜ ପ୍ରେମିକା ପାଇଁ ଡେଷ୍ଟିନେସନ ପ୍ଲେସ ଖୋଜେ ତ ଆଉ କିଏ ସମୂଦ୍ର କୂଳ। ସମସ୍ତେ କିଛି ନା କିଛି ପ୍ଲାନ କରନ୍ତି । ନିକଟରେ ଏଭଳି ହିଁ ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ୬୫୦ ଫୁଟ ଉଚ୍ଚା ପାହାଡ ଉପରକୁ ନେଇଯାଇଥିଲେ । କିନ୍ତୁ […]

propose

propose

Madhupriya Mistry
  • Published: Sunday, 03 January 2021
  • Updated: 03 January 2021, 09:59 AM IST

Sports

Latest News

ନୂଆଦିଲ୍ଲୀ: ଜୀବନର ଏକ ସୁନ୍ଦର ମୂହୁର୍ତ୍ତ ହେଉଛି ପ୍ରପୋଜ କରିବା । ଏହି ମୁହୂର୍ତ୍ତକୁ ସମସ୍ତେ ସ୍ମରଣୀୟ ଏବଂ ନିଆରା କରିବାକୁ ଚାହାନ୍ତି। ଏଥିପାଇଁ କିଏ ନିଜ ପ୍ରେମିକା ପାଇଁ ଡେଷ୍ଟିନେସନ ପ୍ଲେସ ଖୋଜେ ତ ଆଉ କିଏ ସମୂଦ୍ର କୂଳ। ସମସ୍ତେ କିଛି ନା କିଛି ପ୍ଲାନ କରନ୍ତି । ନିକଟରେ ଏଭଳି ହିଁ ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ୬୫୦ ଫୁଟ ଉଚ୍ଚା ପାହାଡ ଉପରକୁ ନେଇଯାଇଥିଲେ । କିନ୍ତୁ ସେଠାରେ ଏହି ପ୍ରେମି ଯୁଗଳଙ୍କ ସହ ଯାହା ସବୁ ଘଟିଲା, ତାକୁ ଶୁଣିଲେ ଯେକେହିବି ଚକିତ ହୋଇଯିବେ ।

ଡିସେମ୍ବର୨୩ ତାରିଖ ଦିନ ଅଷ୍ଟ୍ରିଆର ପଲକର୍ଟ ପାହାଡ ଉପରକୁ ରୋମାଣ୍ଟିକ ମୁହୂର୍ତ୍ତ ବିତାଇବାକୁ ଯାଇଥିଲେ ଜଣେ ପ୍ରେମି ଯୁଗଳ । ଏହି ସମୟରେ ୨୭ ବର୍ଷୀୟ ବୟଫ୍ରେଣ୍ଡ ଜଣକ ନିଜ ୩୨ ବର୍ଷୀୟ ଗାର୍ଲଫ୍ରେଣ୍ଡଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ପ୍ରେମିକା ଏହାର ଜବାବରେ ଯେମିତି ହଁ’ କରିଛନ୍ତି ସେତେବେଳେ ହିଁ ଅଚାନକ ତାଙ୍କ ଗୋଡ ଖସିଯାଇଥିଲା ଏବଂ ସେ ୬୫୦ ଫୁଟ ଉଚ୍ଚା ପାହାଡ ଉପରୁ ତଳକୁ ଗଳି ପଡିଥିଲେ । ନିଜ ପ୍ରେମିକାକୁ ପାହାଡ ଉପରୁ ତଳକୁ ଖସି ପଡିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ଯୁବକ ଜଣକ ମଧ୍ୟ ତାଙ୍କ ସହ ଡେଇଁ ପଡିଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେ ୫୦ ଫୁଟ ତଳକୁ ଖସି ଏକ ପଥର କୋଣରେ ଚାପି ହୋଇ ରହିଯାଇଥିଲେ। ଫଳରେ ଆଉ ତଳକୁ ଯାଇପାରି ନଥିଲେ ।

ଜଣେ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ସୌଭାଗ୍ୟବଶତଃ ଏତେ ଉପରୁ ଖସି ମଧ୍ୟ ଦୁଇ ଜଣ ପ୍ରେମୀ ଯୁଗଳ ଜୀବିତ ଅଛନ୍ତି । ୩୨ ବର୍ଷୀୟ ଯୁବତୀ ଜଣକ ୬୫୦ ଫୁଟ ଉପରୁ ଖସି ବରଫ ଚାଦର ଉପରେ ପଡିବା ଯୋଗୁଁ ତାଙ୍କ ଜୀବନ ବଞ୍ଚି ଯାଇଛି । ଦୁହିଁଙ୍କୁ କେବଳ ଆଘାତ ଲାଗିଛି । ସୂଚନା ଯୋଗ୍ୟ ଯେ, ଏହି ଦୁର୍ଘଟଣା ଘଟିବା ପରେ ଯୁବତୀ ଜଣକ ପାହାଡ ତଳେ ବରଫ ଚାଦର ଉପରେ ପଡିଥିଲେ । ଏହି ସମୟରେ ଜଣେ ପଥଚାରୀ ଯୁବତୀଙ୍କୁ ଦେଖି ପ୍ରଶାସନକୁ ଖବର ଦେଇଥିଲେ । ପରେ ତାଙ୍କୁ  ସେଠାରୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story