ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ଆସନ୍ତା ୫ ବର୍ଷରେ ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଶେଷଜ୍ଞ ଟିମ୍‌ ବସି କେଉଁ ଭଳି ଭାବେ ଏହି ଅର୍ଥକୁ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବ, ତା’ର ନିଷ୍ପତ୍ତି ନେବେ। ବିଶେଷ କରି ରେଳ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ୨୦୧୮ରୁ ୨୦୩୦ ମଧ୍ୟରେ ୫୦ ଲକ୍ଷ […]

as

as

Hemant Lenka
  • Published: Friday, 05 July 2019
  • Updated: 05 July 2019, 01:40 PM IST

Sports

Latest News

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ଆସନ୍ତା ୫ ବର୍ଷରେ ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଶେଷଜ୍ଞ ଟିମ୍‌ ବସି କେଉଁ ଭଳି ଭାବେ ଏହି ଅର୍ଥକୁ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବ, ତା’ର ନିଷ୍ପତ୍ତି ନେବେ। ବିଶେଷ କରି ରେଳ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ୨୦୧୮ରୁ ୨୦୩୦ ମଧ୍ୟରେ ୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ରେଳ ସଂଯୋଗକୁ ଅଧିକ ବିକଶିତ ଓ ଯାତ୍ରୀ ଉପଯୋଗୀ କରିବା ପାଇଁ ପିପିପି ମୋଡକୁ ଆପଣା ଯିବ। ସମଗ୍ର ଦେଶରେ ୩୦୦ କିମିର ରେଳ ଓ ମେଟ୍ରୋ ପ୍ରକଳ୍ପ ଆରମ୍ଭ ହେବ। ବର୍ତ୍ତମାନ ଦେଶରେ ୬୫୭ କିମି ମେଟ୍ରୋ ରେଳ ନେଟୱର୍କ କାର୍ଯ୍ୟକାରୀ ହେଉଛି। ଏବେ ଏହାକୁ ଏହାରୁ ଆହୁରି ବୃଦ୍ଧି କରାଯିବ।

ଭାରତ ମାଲା, ସାଗରମାଲା ଓ ଉଡ଼ାନ ଯୋଜନା ଦ୍ୱାରା ଗାଁ ଓ ସହର ମଧ୍ୟରେ ଯୋଗାଯୋଗକୁ ଅଧିକ ବିକଶିତ କରିପାରିଛି। ୨୦୧୮-୧୯ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ସହରାଞ୍ଚଳର ବିକାଶ ପାଇଁ ୪୧,୭୬୫ କୋଟିର ବ୍ୟୟବରାଦ ହୋଇଥିଲା। ଏବେ ଏହାକୁ ସଂଶୋଧନ କରାଯାଇ ୪୨,୯୬୫ କୋଟି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story