ଚାକିରି ହରାଇବା ଭୟ: ଭାରତରୁ ୬.୭୫ କୋଟି ଖର୍ଚ୍ଚ କରି ଆମେରିକା ଯିବେ

ହାଇଦ୍ରାବାଦ: ଆମେରିକାରେ କାର୍ଯ୍ୟ କରୁଥିବା ଏକାଧିକ ଭାରତୀୟ ଲକଡାଉନ ଯୋଗୁ ଭାରତରେ ହିଁ ରହିଯାଇଛନ୍ତି। ଫଳରେ ଆମେରିକାରେ ସେମାନଙ୍କ ଚାକିରି ଯିବାର ଆଶଙ୍କା ପ୍ରକାଶ ପାଇଛି। ଲକଡାଉନ ଯୋଗୁ ବିମାନ ଚଳାଚଳ କରୁ ନଥିବାରୁ ଏବେ ଭାରତରେ ରହିଥିବା କିଛି ଆମେରିକୀୟ ଚାକିରିଆ ଏକାଠି ହୋଇ ଭଡ଼ାରେ ବିମାନ ନେଇ ୱାଶିଂଟନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେମାନେ ୬.୭୫ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିବେ। ଏହି ଟଙ୍କା ବଳରେ ସେମାନେ ଏକ ଚାର୍ଟାର୍ଡା ବିମାନ […]

f

f

Hemant Lenka
  • Published: Friday, 01 May 2020
  • Updated: 01 May 2020, 03:21 PM IST

Sports

Latest News

ହାଇଦ୍ରାବାଦ: ଆମେରିକାରେ କାର୍ଯ୍ୟ କରୁଥିବା ଏକାଧିକ ଭାରତୀୟ ଲକଡାଉନ ଯୋଗୁ ଭାରତରେ ହିଁ ରହିଯାଇଛନ୍ତି। ଫଳରେ ଆମେରିକାରେ ସେମାନଙ୍କ ଚାକିରି ଯିବାର ଆଶଙ୍କା ପ୍ରକାଶ ପାଇଛି। ଲକଡାଉନ ଯୋଗୁ ବିମାନ ଚଳାଚଳ କରୁ ନଥିବାରୁ ଏବେ ଭାରତରେ ରହିଥିବା କିଛି ଆମେରିକୀୟ ଚାକିରିଆ ଏକାଠି ହୋଇ ଭଡ଼ାରେ ବିମାନ ନେଇ ୱାଶିଂଟନ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିପାଇଁ ସେମାନେ ୬.୭୫ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରିବେ। ଏହି ଟଙ୍କା ବଳରେ ସେମାନେ ଏକ ଚାର୍ଟାର୍ଡା ବିମାନ ଭଡ଼ା କରି ଆମେରିକା ଯିବେ। ହାଇଦ୍ରାବାଦରେ ଥିବା ଜଣେ ଏଚ୍-୧ବି ଭିସା ହୋଲ୍ଡର କହିଛନ୍ତି, “ପ୍ରଥମେ ମୁଁ ଆମେରିକା ଯିବା ପାଇଁ ଚାହିଁଥିଲି। ଏଥିପାଇଁ ମୁଁ କାଲିଫର୍ଣ୍ଣିଆରେ ଥିବା ଏକ ଘରୋଇ ବିମାନ କମ୍ପାନୀ ସହ ଯୋଗାଯୋଗ କରିଥିଲି। ତେବେ ଏଥିପାଇଁ ପ୍ରାୟ ୬.୭୫ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ସେମାନେ କହିଥିଲେ।

ମୁଁ ମଧ୍ୟ ଚାକିରି ବଞ୍ଚାଇବାକୁ ଯିବାକୁ ନିଷ୍ପତ୍ତି ନେଇଥିଲି। ହେଲେ ଏହି ଖବର ସୋଶାଲ ମିଡିଆରେ ପ୍ରଚାର ହେବା ପରେ ଏକାଧିକ ଲୋକ ମଧ୍ୟ ଟଙ୍କା ଦେଇ ବିମାନରେ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।”

ସୂଚନା ଅନୁଯାୟୀ, ଏୟାରବସ ଏ-୩୩୦ରେ ୨୮୩ଟି ସିଟ ରହିଛି। ତେବେ ଏଥିରେ ଯିବାକୁ ୧୦୦ ଜଣ ଲୋକ ୬.୭୫ କୋଟି ଟଙ୍କା ଯିବାକୁ ନିଷ୍ପତ୍ତି ହୋଇଛି। ଏହି ବିମାନରେ ତାଙ୍କ ପରିବାର ଲୋକମାନେ ମଧ୍ୟ ଯିବେ।

କେବଳ ଏହି ବ୍ୟକ୍ତି ନୁହନ୍ତି, ଦେଶରେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ଆମେରିକାରେ ଚାକିରି କରିଛନ୍ତି। ଲକଡାଉନ ଯୋଗୁ ସେମାନେ ଆମେରିକା ଫେରି ପାରୁନାହାନ୍ତି। ଫଳରେ ସେମାନଙ୍କ ଚାକିରି ଯିବାର ଆଶଙ୍କା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story