ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କ୍ଷେତ୍ର ସହ ଜଡ଼ିତ କମ୍ପାନୀଙ୍କୁ ଆଜି ଅର୍ଥମନ୍ତ୍ରୀ ଆଶ୍ୱସ୍ତ ପ୍ରଦାନ କରିଛନ୍ତି। ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି। ଏହି ଅର୍ଥକୁ କମ୍ପାନୀମାନେ ସରକାରଙ୍କ ଠାରୁ ନେଇ ସେମାନଙ୍କ ବକେୟା ଭରଣ କରିପାରିବେ। ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟରରେ କମ୍ପାନୀଗୁଡ଼ିକୁ ଋଣ ଦିଆଯିବ। ଲୋକଙ୍କ ଚାହିଦା ବନ୍ଦ ହୋଇଯାଇଥିବାରୁ କମ୍ପାନୀଗୁଡ଼ିକ ଅଭୂତ ପୂର୍ବ କ୍ୟାଶ […]

f

f

Hemant Lenka
  • Published: Wednesday, 13 May 2020
  • Updated: 13 May 2020, 05:29 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କ୍ଷେତ୍ର ସହ ଜଡ଼ିତ କମ୍ପାନୀଙ୍କୁ ଆଜି ଅର୍ଥମନ୍ତ୍ରୀ ଆଶ୍ୱସ୍ତ ପ୍ରଦାନ କରିଛନ୍ତି। ବିଦ୍ୟୁତ ବିତରଣ କମ୍ପାନୀଙ୍କ ପାଇଁ ୯୦ ହଜାର କୋଟିର ଋଣ ବ୍ୟବସ୍ଥା କରାଯାଇଛି। ଏହି ଅର୍ଥକୁ କମ୍ପାନୀମାନେ ସରକାରଙ୍କ ଠାରୁ ନେଇ ସେମାନଙ୍କ ବକେୟା ଭରଣ କରିପାରିବେ।

ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟରରେ କମ୍ପାନୀଗୁଡ଼ିକୁ ଋଣ ଦିଆଯିବ। ଲୋକଙ୍କ ଚାହିଦା ବନ୍ଦ ହୋଇଯାଇଥିବାରୁ କମ୍ପାନୀଗୁଡ଼ିକ ଅଭୂତ ପୂର୍ବ କ୍ୟାଶ ଫ୍ଲୋର ସମ୍ମୁଖୀନ ହେଉଛନ୍ତି। ବିଜୁଳି ବିତରଣ କମ୍ପାନୀଗୁଡ଼ିକ ବର୍ତ୍ତମାନ ବିଦ୍ୟୁତ ଉତ୍ପାଦନ ଓ ଟ୍ରାନ୍ସମିସନ କମ୍ପାନୀକୁ ୯୪ ହଜାର କୋଟି ଟଙ୍କା ଦେବାର ରହିଛି।

ବିଜୁଳି ବିତରଣ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ପାଇଁ ଡିଜଟାଲ ପେମେଣ୍ଟର ବ୍ୟବସ୍ଥା କରିବେ। କମ୍ପାନୀଗୁଡ଼ିକ ସହୁଥିବା ଆର୍ଥିକ ଓ ଅପରେସନାଲ କ୍ଷତିକୁ ହ୍ରାସ କରିବାକୁ ଯୋଜନା କରାଯାଇଛି। କମ୍ପାନୀଗୁଡ଼ିକ ଋଣ ନେଇ ରାଜ୍ୟର ବକେୟା ଅର୍ଥ ଦେଇପାରିବେ। କେନ୍ଦ୍ରୀୟ ବିଜୁଳି ଉତ୍ପାଦନ ସଂସ୍ଥା ବିତରଣ କମ୍ପାନୀଗୁଡ଼ିକୁ ରିହାତି ପ୍ରଦାନ କରିବେ। ଏହା ଏହି ଫାଇଦା କମ୍ପାନୀଗୁଡ଼ିକ ଗ୍ରାହକଙ୍କୁ ମଧ୍ୟ ପ୍ରଦାନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story