ପୁଣି ଏକ ସପ୍ତାହ ପାଇଁ ବନ୍ଦ ହେଲା ଗୁରୁଗ୍ରାମ ରିଆନ ସ୍କୁଲ: ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଭିଭାବକ ଅସନ୍ତୁଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁଗ୍ରାମ ରିଆନ ଇଣ୍ଟରନାସନଲ ସ୍କୁଲକୁ ପୁଣି ଏକ ସପ୍ତାହ ପାଇଁ ବନ୍ଦ  କରିଦିଆଯାଇଛି। ସ୍କୁଲର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରର ହତ୍ୟା ଘଟଣାର ୧୦ ଦିନ ପରେ ଗତକାଲି ସ୍କୁଲ ଖୋଲିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ସନ୍ତୁଷ୍ଟ ନଥିଲେ। ଏଥି ପାଇଁ ସ୍କୁଲକୁ ପୁଣି ଥରେ ଏକ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ଏହି ସପ୍ତାହ ମଧ୍ୟରେ ସ୍କୁଲର […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 10:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁରୁଗ୍ରାମ ରିଆନ ଇଣ୍ଟରନାସନଲ ସ୍କୁଲକୁ ପୁଣି ଏକ ସପ୍ତାହ ପାଇଁ ବନ୍ଦ  କରିଦିଆଯାଇଛି। ସ୍କୁଲର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରର ହତ୍ୟା ଘଟଣାର ୧୦ ଦିନ ପରେ ଗତକାଲି ସ୍କୁଲ ଖୋଲିଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ସ୍କୁଲ ଖୋଲିଥିଲେ ମଧ୍ୟ ସ୍କୁଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ସନ୍ତୁଷ୍ଟ ନଥିଲେ। ଏଥି ପାଇଁ ସ୍କୁଲକୁ ପୁଣି ଥରେ ଏକ ସପ୍ତାହ ପାଇଁ ବନ୍ଦ ରଖାଯାଇଛି। ଏହି ସପ୍ତାହ ମଧ୍ୟରେ ସ୍କୁଲର ସୁରକ୍ଷାକୁ କଡ଼ାକଡ଼ି କରାଯିବ। ଏହାପରେ ସ୍କୁଲକୁ ପୁଣି ଥରେ ଖୋଲାଯିବ। ସେପଟେ ହତ୍ୟା ମାମଲାର ପ୍ରମାଣ ନଷ୍ଟ କରାଯିବା ଆଶଙ୍କା ବ୍ୟକ୍ତ କରିଛନ୍ତି ମୃତ ଛାତ୍ରଙ୍କ ତାଙ୍କ ପିତା। ସେ କହିଛନ୍ତି ଏପର୍ଯ୍ୟନ୍ତ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇନାହିଁ ତେଣୁ ଏଭଳି ସ୍ଥିତିରେ ସ୍କୁଲ ଖୋଲିବା ଠିକ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story