ରାନ୍‌ ସ୍କୁଲ ହତ୍ୟାକାଣ୍ଡ: ସ୍ୱଧାର ଗୃହରେ ୪୦ ହତ୍ୟା ଅଭିଯୁକ୍ତଙ୍କ ସହ ଦିନ କାଟୁଛନ୍ତି ବାଳ ଅପରାଧି

ଫରିଦାବାଦ୍‌: ଗୁରଗାୱର ରାନ୍‌ ସ୍କୁଲ ଛାତ୍ର ହତ୍ୟା ଘଟଣାରେ ଗିରଫ ବାଳ ଅପରାଧୀଙ୍କୁ ପୋଲିସ ୪୦ ଜଣ ହତ୍ୟା ଅଭିଯୁକ୍ତଙ୍କ ସହ ସ୍ୱଧାର ଗୃହରେ ରଖାଇଛି। ଏହି ନାବାଳକ ଛାତ୍ରଙ୍କ କାଉନ୍ସେଲିଂ ସୋମବାରଠାରୁ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କ ନାବାଳକଙ୍କ ସହ ଉକ୍ତ ସ୍ୱଧାର ଗୃହରେ ଆହୁରି ୮୦ ଜଣ କିଶୋର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ହତ୍ୟା ଘଟଣାରେ ଦଣ୍ଡିତ ହୋଇ ଏଠାରେ ରହୁଛନ୍ତି। ଶନିବାର ରାତିରେ ଏଠାରେ ପହଞ୍ଚିବ ପରେ ଅଭିଯୁକ୍ତ ଛାତ୍ର ଜଣକ […]

94_1510555967

94_1510555967

Rakesh Mallick
  • Published: Monday, 13 November 2017
  • Updated: 13 November 2017, 07:05 PM IST

Sports

Latest News

ଫରିଦାବାଦ୍‌: ଗୁରଗାୱର ରାନ୍‌ ସ୍କୁଲ ଛାତ୍ର ହତ୍ୟା ଘଟଣାରେ ଗିରଫ ବାଳ ଅପରାଧୀଙ୍କୁ ପୋଲିସ ୪୦ ଜଣ ହତ୍ୟା ଅଭିଯୁକ୍ତଙ୍କ ସହ ସ୍ୱଧାର ଗୃହରେ ରଖାଇଛି। ଏହି ନାବାଳକ ଛାତ୍ରଙ୍କ କାଉନ୍ସେଲିଂ ସୋମବାରଠାରୁ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କ ନାବାଳକଙ୍କ ସହ ଉକ୍ତ ସ୍ୱଧାର ଗୃହରେ ଆହୁରି ୮୦ ଜଣ କିଶୋର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଜଣ ହତ୍ୟା ଘଟଣାରେ ଦଣ୍ଡିତ ହୋଇ ଏଠାରେ ରହୁଛନ୍ତି। ଶନିବାର ରାତିରେ ଏଠାରେ ପହଞ୍ଚିବ ପରେ ଅଭିଯୁକ୍ତ ଛାତ୍ର ଜଣକ ବେସ୍ ଆରାମରେ ଶୋଇଯାଥିଲେ ବି ରବିବାର ଦିନ ସେ ଭାରି ଆତଙ୍କିତ ଜଣାପଡୁଥିଲେ।

ଅଭିଯୁକ୍ତ ଛାତ୍ରଙ୍କୁ ଦିନବେଳା ରୁଟି ଓ ଆଳୁ ତରକାରି ଦ୍ୱିପ୍ରହରରେ ଭାତ ଓ ଡାଲି ଖାଇବାକୁ ଦିଆଯାଇଥିଲା। ସହିପରି ରାତିରେ ଅଭିଯୁକ୍ତଙ୍କୁ ଖିରୀ ଖାଇବାକୁ ଦିଆଯାଇଥିଲା।  ସାଧାରଣ ପିଲାଙ୍କ ଭଳି ସ୍ୱଭାବିକ ଭାବେ ସେ ଖାଦ୍ୟ ଗ୍ରହଣ କରିଥିଲେ। କୌଣସି ଅଳି ଅଝଟ କରି ନ ଥିଲେ କିମ୍ବା ପରିବାର ଲୋକଙ୍କୁ ଭେଟିବାକୁ ଜିଦ୍‌ ମଧ୍ୟ କରି ନ ଥିଲେ।

ସୋମବାରଠାରୁ ସ୍ୱଧାର ଗୃହର ସମସ୍ତ ନୀତି ନିୟମ ପାଳନ ଆରମ୍ଭ କରିଛନ୍ତି ଅଭିଯୁକ୍ତ ଛାତ୍ର । ସକାଳୁ ଆୟାଜିତ ହେଉଥିବା ପ୍ରାର୍ଥନା ଓ ଯୋଗ ପ୍ରଶିକ୍ଷଣ କାର୍ଯ୍ୟରେ ନିଜକୁ ସେ ସାମିଲ କରିଥିଲେ। ରବିବାର ରାତିରେ ପିଲାମାନଙ୍କ ମନୋରଞ୍ଜନ ଲାଗି ଉଦ୍ଦିଷ୍ଟ ଏକ ଟେଲି ସିରିଏଲ ଦେଖିଥିଲେ। ତାଙ୍କ ସାଥିରେ ରହୁଥିବା ଅନ୍ୟ ପିଲାମାନେ ସେ ଏଠାକୁ ଆସିବାର କାରଣ ସମ୍ପର୍କରେ ପଚାରିଥିଲେ ମଧ୍ୟ ଅଭିଯୁକ୍ତ କିଛି କହି ନ ଥିଲେ ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବରରେ ଗୁରଗାୱର ରାନ୍‌ ସ୍କୁଲରେ ଏହି ୯ମ ଶ୍ରେଣୀ ଛାତ୍ର ୭ ବର୍ଷର ପ୍ରଦ୍ୟୁମ୍ନ ଠାକୁର ନାମକ ବାଳକଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story