‘ଅଯୋଧ୍ୟା ନେଇ ସୁପ୍ରିମ୍‌କୋର୍ଟଙ୍କ ମତ ସାବରୀମାଲା କ୍ଷେତ୍ରରେ ମଧ୍ୟ ଲାଗୁ ହେବା ଦରକାର’

ନୂଆଦିଲ୍ଲୀ: ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ରଖିଥିବା ମତ ସାବରୀମାଲା ମନ୍ଦିର କ୍ଷେତ୍ରରେ ମଧ୍ୟ ଲାଗୁ ହେବା ଉଚିତ ବୋଲି ମତ ରଖିଛନ୍ତି କେରଳର ଜଣେ ବିଜେପି ନେତା। ରାମ ଲାଲାଙ୍କୁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବେ ଯେଉଁଭଳି ଦେଖାଗଲା, ସାବରୀମାଲା କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହେବା ଦରକାର ବୋଲି ବିଜେପି ସାଧାରଣ ସମ୍ପାଦକ ଏମ୍‌ଟି ରମେଶ କହିଛନ୍ତି। ଗତ କିଛି ଦିନ ତଳେ ଏକ ଖବରକାଗଜରେ ପ୍ରକାଶ ପାଇଥିଲା ଅଯୋଧ୍ୟା ରାୟ ଆସିବା ପରେ ସାବରୀମାଲା ଶ୍ରଦ୍ଧାଳୁଙ୍କ […]

sabarimala

sabarimala

Subrat Kumar Nayak
  • Published: Thursday, 14 November 2019
  • Updated: 14 November 2019, 10:43 AM IST

Sports

Latest News

ନୂଆଦିଲ୍ଲୀ: ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ରଖିଥିବା ମତ ସାବରୀମାଲା ମନ୍ଦିର କ୍ଷେତ୍ରରେ ମଧ୍ୟ ଲାଗୁ ହେବା ଉଚିତ ବୋଲି ମତ ରଖିଛନ୍ତି କେରଳର ଜଣେ ବିଜେପି ନେତା। ରାମ ଲାଲାଙ୍କୁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଭାବେ ଯେଉଁଭଳି ଦେଖାଗଲା, ସାବରୀମାଲା କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହେବା ଦରକାର ବୋଲି ବିଜେପି ସାଧାରଣ ସମ୍ପାଦକ ଏମ୍‌ଟି ରମେଶ କହିଛନ୍ତି।

ଗତ କିଛି ଦିନ ତଳେ ଏକ ଖବରକାଗଜରେ ପ୍ରକାଶ ପାଇଥିଲା ଅଯୋଧ୍ୟା ରାୟ ଆସିବା ପରେ ସାବରୀମାଲା ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ଆଶା ଜାଗରଣ ହୋଇଛି।

ଏକ ହିନ୍ଦୁ ସଂଗଠନର ଜଣେ କାର୍ଯ୍ୟକର୍ତ୍ତା କହିଥିଲେ, ରାମ ଲାଲାଙ୍କ ବାବଦରେ ରାୟ ଆମ ପାଇଁ ନୂଆ ଆଶା ଦେଇଛି। ଭଗବାନ ଆୟପ୍ପାନ୍ ମଧ୍ୟ ଜଣେ ନ୍ୟାୟିକ ବ୍ୟକ୍ତି ଯାହାଙ୍କର କିଛି ନିର୍ଦ୍ଦିଷ୍ଟ ଅଧିକାର ରହିଛି। ରାହୁଲ ଈଶ୍ୱର ନାମକ ଜଣେ ସାମାଜିକ କର୍ମୀ କହିଛନ୍ତି, ରାମ ଲାଲାଙ୍କ ପରି ସାବରୀମାଲାରେ ଆୟପ୍ପାଙ୍କ ଅଧିକାର ପାଇଁ ଆମେ ଯୁକ୍ତି ରଖିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story