ସବୁଜ ରାଜପଥ ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସବୁଜ ରାଜପଥ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଏଣିକି ରାଜପଥ କଡ଼ରେ ସବୁଜ ବଳୟ ସୃଷ୍ଟି ସହ ରାସ୍ତା ନିର୍ମାଣ ସମୟରେ ଗଛ କଟା ନ ଯାଇ ବରଂ ପ୍ରତିରୋପଣ ଉପରେ ପ୍ରାଧାନ୍ୟ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଗୋଷ୍ଠୀ, କୃଷକ, ଘରୋଇ ଓ ସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନକୁ ସାମିଲ କରାଯିବ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ […]

nitin gadakari

nitin gadakari

Rakesh Mallick
  • Published: Tuesday, 29 September 2015
  • Updated: 29 September 2015, 12:03 PM IST

Sports

Latest News

nitin gadakariନୂଆଦିଲ୍ଲୀ: ନୂଆଦିଲ୍ଲୀରେ ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସବୁଜ ରାଜପଥ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଏଣିକି ରାଜପଥ କଡ଼ରେ ସବୁଜ ବଳୟ ସୃଷ୍ଟି ସହ ରାସ୍ତା ନିର୍ମାଣ ସମୟରେ ଗଛ କଟା ନ ଯାଇ ବରଂ ପ୍ରତିରୋପଣ ଉପରେ ପ୍ରାଧାନ୍ୟ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଗୋଷ୍ଠୀ, କୃଷକ, ଘରୋଇ ଓ ସରକାରୀ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନକୁ ସାମିଲ କରାଯିବ। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ମୁଖ୍ୟବନ୍ୟ ପ୍ରାଣୀ ସଂରକ୍ଷକ ଯୋଜନାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଓ ପିସିସିଏଫ୍ ଜେ.ଡି. ଶର୍ମା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story