ସଡ଼କ ଦୁର୍ଘଟଣାରେ ଦେଶରେ ୨୦୧୪ରେ ପ୍ରାଣ ହରାଇଛନ୍ତି ୭୫ ହଜାର ଯୁବକ

ନୂଆଦିଲ୍ଲୀ: ଗତବର୍ଷ ସଡ଼କ ଦୁର୍ଘଟଣାରେ ୭୫,୦୦୦ ଯୁବକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କର ବୟସ ୧୫ରୁ ୩୪ ବର୍ଷ ମଧ୍ୟରେ। ପୁଣି ମୃତକଙ୍କ ମଧ୍ୟରୁ ୮୨ ପ୍ରତିଶତ ହେଉଛନ୍ତି ପୁରୁଷ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ‘ସଡ଼କ ଦୁର୍ଘଟଣା ରିପୋର୍ଟ ୨୦୧୪’ରେ ଏହି ତଥ୍ୟ ଦିଆଯାଇଛି। ଏହି ରିପୋର୍ଟ ଅନୁଯାୟୀ, ୨୦୧୩ରେ ଦେଶରେ ୪.୮୬ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା। ୨୦୧୪ରେ ଏହି ସଂଖ୍ୟା ୪.୮୯କୁ ବୃଦ୍ଧି ପାଇଥିଲା। ଏହା ସହିତ ଦୁର୍ଘଟଣା […]

roadaccident

roadaccident

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 10:14 AM IST

Sports

Latest News

ନୂଆଦିଲ୍ଲୀ: ଗତବର୍ଷ ସଡ଼କ ଦୁର୍ଘଟଣାରେ ୭୫,୦୦୦ ଯୁବକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କର ବୟସ ୧୫ରୁ ୩୪ ବର୍ଷ ମଧ୍ୟରେ। ପୁଣି ମୃତକଙ୍କ ମଧ୍ୟରୁ ୮୨ ପ୍ରତିଶତ ହେଉଛନ୍ତି ପୁରୁଷ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ‘ସଡ଼କ ଦୁର୍ଘଟଣା ରିପୋର୍ଟ ୨୦୧୪’ରେ ଏହି ତଥ୍ୟ ଦିଆଯାଇଛି।

ଏହି ରିପୋର୍ଟ ଅନୁଯାୟୀ, ୨୦୧୩ରେ ଦେଶରେ ୪.୮୬ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା। ୨୦୧୪ରେ ଏହି ସଂଖ୍ୟା ୪.୮୯କୁ ବୃଦ୍ଧି ପାଇଥିଲା। ଏହା ସହିତ ଦୁର୍ଘଟଣା ଜନିତ ମୃତକଙ୍କ ସଂଖ୍ୟାରେ ମଧ୍ୟ ୨୦୧୩ ତୁଳନାରେ ୨୦୧୪ରେ ୧.୫ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ମଧ୍ୟରେ ୮୩.୨ ପ୍ରତିଶତ ଉତ୍ତର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ବିହାର, ପଂଜାବ ଓ ହରିଆଣାର।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କରାଯାଇଥିବା ସଦ୍ୟ ସର୍ଭେ ଅନୁଯାୟୀ ସାରା ବିଶ୍ୱରେ ପ୍ରତି ବର୍ଷ ଘଟୁଥିବା ଦୁର୍ଘଟଣାଗୁଡ଼ିକରେ ଯୁବକମାନଙ୍କର ମୃତ୍ୟୁସଂଖ୍ୟା ଅଧିକ। ଏହି ଯୁବକଯୁବତୀମାନଙ୍କ ବୟସ ୧୫ରୁ ୨୯ ବର୍ଷ ମଧ୍ୟରେ । ଏହି ରିପୋର୍ଟ ଅନୁଯାୟୀ ପ୍ରତି ବର୍ଷ ସାରା ବିଶ୍ୱରେ ସଡ଼କ ଦୁର୍ଘଟଣାରେ ୩,୪ ଲକ୍ଷ ଯୁବକଯୁବତୀଙ୍କ ମୃତ୍ୟୁ ଘଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story