ଅଭିନେତ୍ରୀ ସାଧନାଙ୍କ ପରଲୋକ

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ସାଧନା ଶିବଦାସାନିଙ୍କର ଶୁକ୍ରବାର ମୁମ୍ବାଇର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ୬୦ରୁ ୭୦ ଦଶକ ମଧ୍ୟରେ ସାଧନା ଥିଲେ ବଲିଉଡର ଟପ୍ ଅଭିନେତ୍ରୀ। ‘ମେରା ସାୟା’, ‘ଓ କୌନ୍ ଥୀ’ ଓ ‘ୱକ୍ତ’ ଫିଲ୍ମ ପାଇଁ ସେ ବେଶ୍ ପରିଚିତ ଥିଲେ। ତାଙ୍କର ଆଉ କିଛି ପ୍ରସିଦ୍ଧ ଫିଲ୍ମ ହେଉଛି ‘ଲଭ୍ ଇନ୍ […]

sadhana

sadhana

Rakesh Mallick
  • Published: Friday, 25 December 2015
  • Updated: 25 December 2015, 08:39 AM IST

Sports

Latest News

ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ସାଧନା ଶିବଦାସାନିଙ୍କର ଶୁକ୍ରବାର ମୁମ୍ବାଇର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ।

୬୦ରୁ ୭୦ ଦଶକ ମଧ୍ୟରେ ସାଧନା ଥିଲେ ବଲିଉଡର ଟପ୍ ଅଭିନେତ୍ରୀ। ‘ମେରା ସାୟା’, ‘ଓ କୌନ୍ ଥୀ’ ଓ ‘ୱକ୍ତ’ ଫିଲ୍ମ ପାଇଁ ସେ ବେଶ୍ ପରିଚିତ ଥିଲେ। ତାଙ୍କର ଆଉ କିଛି ପ୍ରସିଦ୍ଧ ଫିଲ୍ମ ହେଉଛି ‘ଲଭ୍ ଇନ୍ ସିମଲା’, ‘ହମ୍ ଦୋନୋ’, ‘ଏକ୍ ମୁସାଫିର୍ ଏକ ହସୀନା’, ‘ଅସଲି-ନକଲି’ ଓ ‘ମେରେ ମେହବୁବ୍’। ନିଜର କେଶ ବିନ୍ୟାସ ପାଇଁ ସେ ଚର୍ଚ୍ଚିତ ଥିଲେ।

୧୯୪୧ରେ ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ ସାଧନା। ଅଭିନେତ୍ରୀ ସାଧୋନା ବୋଷଙ୍କ ନାମ ଅନୁସାରେ ତାଙ୍କର ନାମକରଣ କରାଯାଇଥିଲା। କାରଣ ତାଙ୍କ ବାପା ଥିଲେ ସାଧୋନା ବୋଷଙ୍କର ଜଣେ ବଡ ଫ୍ୟାନ୍। ସାଧନାଙ୍କ ବାପା ଓ ଅଭିନେତା ହରି ଶିବଦାସାନୀ ହେଉଛନ୍ତି ଦୁଇ ଭାଇ।

ସାଧନା ଥିଲେ ତାଙ୍କ ବାପାମା’ଙ୍କର ଏକମାତ୍ର ସନ୍ତାନ। ଆଠ ବର୍ଷ ପର୍ଯ୍ୟନ୍ତ ସେ ଘରେ ପାଠ ପଢୁଥିଲେ। ୧୯୫୫ରେ ରାଜ କପୁରଙ୍କ ‘ଶ୍ରୀ ୪୨୦’ ଫିଲ୍ମରେ ‘ମୁଡ୍ ମୁଡ୍ କେ ନା ଦେଖ୍ ମୁଡ୍ ମୁଡ୍ କେ’ ଗୀତରେ ସେ ଜଣେ କୋରସ୍ ଗର୍ଲ ଭାବେ ଗାଇ ଥିଲେ। ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ଅବନା’। ଏହା ଏକ ସିନ୍ଧି ଫିଲ୍ମ। ବଲିଉଡରେ ସେ ଏଣ୍ଟ୍ରି ମାରିଥିଲେ ୧୯୫୯ରେ ‘ଲଭ୍ ଇନ୍ ସିମଲା’ ଫିଲ୍ମ ଜରିଆରେ। ଏହା ବିଗ୍ ହିଟ୍ ପରିଗଣିତ ହୋଇଥିଲା।

ଅଭିନୟରୁ ସନ୍ୟାସ ନେବା ପରେ ସ୍ୱାମୀଙ୍କ ସହ ମିଶ ଏକ ପ୍ରଡକ୍ସନ ହାଉସ୍ ତିଆରି କରିଥିଲେ ସାଧନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story