କାନ୍ଦି ପକାଇଲେ ସାଧ୍ୱୀ ପ୍ରଜ୍ଞା, କର୍ମୀଙ୍କୁ ବଖାଣିଲେ ହାଜତ ଭିତରର ନିର୍ଯାତନା

ଭୋପାଳ: ମେଲାଗାଓଁ ବିସ୍ପୋରଣ ଘଟଣାରେ ଗିରଫ ହୋଇ ୯ ବର୍ଷ ଜେଲରେ ଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଜେଲ୍‌ ଭିତରର କଥା ପ୍ରକାଶ କରିଛନ୍ତି। ଭୋପାଳ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ସାଧ୍ୱୀ ବିଜେପି କର୍ମୀଙ୍କୁ ଉଦବୋଧନ ଦେଉଥିବା ବେଳେ ସେ ହାଜତ ଭିତରର କଥାକୁ ଦଳୀୟ କର୍ମୀଙ୍କୁ କହି କାନ୍ଦି ପକାଇଛନ୍ତି। ମାଲେଗାଁଓ ବିସ୍ଫୋରଣ ମାମଲାରେ ତାଙ୍କୁ ଗିରଫ କରାଯାଇ ୯ ବର୍ଷ କାଳ ଜେଲରେ ରଖାଯାଇଥିଲା। ପରେ କୋର୍ଟ ତାଙ୍କୁ ଜାମିନରେ ଛାଡ଼ିଛନ୍ତି। […]

Sadhvi_Pragya

Sadhvi_Pragya

Subhransu Sekhar
  • Published: Friday, 19 April 2019
  • Updated: 19 April 2019, 08:45 AM IST

Sports

Latest News

ଭୋପାଳ: ମେଲାଗାଓଁ ବିସ୍ପୋରଣ ଘଟଣାରେ ଗିରଫ ହୋଇ ୯ ବର୍ଷ ଜେଲରେ ଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଜେଲ୍‌ ଭିତରର କଥା ପ୍ରକାଶ କରିଛନ୍ତି। ଭୋପାଳ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ସାଧ୍ୱୀ ବିଜେପି କର୍ମୀଙ୍କୁ ଉଦବୋଧନ ଦେଉଥିବା ବେଳେ ସେ ହାଜତ ଭିତରର କଥାକୁ ଦଳୀୟ କର୍ମୀଙ୍କୁ କହି କାନ୍ଦି ପକାଇଛନ୍ତି। ମାଲେଗାଁଓ ବିସ୍ଫୋରଣ ମାମଲାରେ ତାଙ୍କୁ ଗିରଫ କରାଯାଇ ୯ ବର୍ଷ କାଳ ଜେଲରେ ରଖାଯାଇଥିଲା। ପରେ କୋର୍ଟ ତାଙ୍କୁ ଜାମିନରେ ଛାଡ଼ିଛନ୍ତି।

ଜେଲରେ ଥିବା ବେଳେ ସାଧ୍ୱୀ ପ୍ରଜ୍ଞା କହିଛନ୍ତି ଯେ ତାଙ୍କୁ ପ୍ରବଳ ମାଡ଼ ମରାଯାଉଥିଲା। ପୁଲିସ ମାନେ ବେଲ୍ଟ‌, ବାଡ଼ି ଆଦିରେ ନିବସ୍ତ୍ର କରି ବାଡେଇଥିବା ସେ କହିଛନ୍ତି। ଏବଂ ହାତର ପାପୁଲିକୁ ପିଟି ପିଟି ନାଲି କରିଦେବା ପରେ ଏକ ଗରମ ପାଣି ବାଲ୍ଟିରେ ତାଙ୍କର ହାତକୁ ଜୋର ଜବରଦସ୍ତି ପୁରାଉଥିଲେ ବୋଲି ସାଧ୍ୱୀ କହିଛନ୍ତି। ଏତେ ମାଡ଼ ମାରିଥିଲେ ଯେ ତାଙ୍କ ପିଠିର ମେରୁଦଣ୍ଡରେ ସମସ୍ୟା ଦେଖାଦେଇଥିଲା। ସେ ଏହି ବିସ୍ଫୋରଣ ଘଟଣାରେ ସଂପୃକ୍ତ ନାହାନ୍ତି ବୋଲି ପୁଲିସଙ୍କୁ କହିଥିଲେ।

ସେତେବେଳର ସରକାର ସାଧ୍ୱୀଙ୍କୁ ମାଲେଗାଁଓ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତି ଥିବା ସ୍ୱୀକାର କରାଇବାକୁ ଚେଷ୍ଟା କରୁଥିଲା। ଏହାପରେ ତାଙ୍କୁ ହିନ୍ଦୁ ଆତଙ୍କବାଦୀର ଆଖ୍ୟା ଦେଇଥିଲା ସେତେବେଳର କଂଗ୍ରେସ ସରକାର । ସତ ଓଗାଳିବା ପାଇଁ ସାଧ୍ୱୀଙ୍କର ଅନେକ ଥର ନାର୍କୋ, ପଲିଗ୍ରାଫ, ବ୍ରେନ ମ୍ୟାପିଂ ଟେଷ୍ଟ ହୋଇଛି, ହେଲେ ସେଥିରେ ମଧ୍ୟ ପୁଲିସ ସଫଳ ହୋଇନଥିଲା । କିନ୍ତୁ ଏହି ପରୀକ୍ଷାର ବାରମ୍ବାର ସମ୍ମୁଖୀନ ହେବା ପରେ ସେ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ ବୋଲି ସାଧ୍ୱୀ କହିଛନ୍ତି।

ଭୋପାଳ ଲୋକସଭା ଆସନରୁ ଏଥର ସାଧ୍ୱୀ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିପକ୍ଷରେ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ରହିଛନ୍ତି। ୩୦ ବର୍ଷ ହେବ ଏହି ଆସନ ବିଜେପି ପାଖରେ ରହିଛି। ହେଲେ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ପରେ କଂଗ୍ରେସ ସରକାକର ଫେରିଥିବାରୁ ସାଧ୍ୱୀ ଓ ଦିଗବିଜୟଙ୍କ ମଧ୍ୟରେ କଡା ମୁକାବିଲା ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story